www.samajalive.in
Sunday, December 14, 2025
23.1 C
Bhubaneswar

ଖଣି କମ୍ପାନୀ ସହ ମାଓବାଦୀଙ୍କ ସମ୍ପର୍କ: ଏଡିଜି ସଞ୍ଜୀବ ପଣ୍ଡା

ସମାଜ ଡିଜିଟାଲ ଡେସ୍କ: ମାଓବାଦୀଙ୍କ ସହିତ ରହିଛି ଖଣି କମ୍ପାନୀଙ୍କ ସମ୍ପର୍କ। ଏଭଳି ଚାଞ୍ଚଲ୍ୟକର ସୂଚନା ଦେଇଛନ୍ତି ଅତିରିକ୍ତ ପୁଲିସ ମହାନିର୍ଦେଶକ (ଅପରେସନ) ସଞ୍ଜୀବ ପଣ୍ଡା। ଏଡିଜି ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଜବତ ହୋଇଥିବା ୧୦ ଟନ ବିସ୍ଫୋରକରୁ ଏହି ତଥ୍ୟ ମିଳିଛି। ଜବତ ଜିଲୋଟିନରୁ ଗୋଟିଏ ଖଣି କମ୍ପାନୀର ତଥ୍ୟ ମିଳିଛି। ଯାହାଫଳରେ ମାଓବାଦୀଙ୍କୁ ବିସ୍ଫୋରକ ଯୋଗାଣ ନେଇ ସନ୍ଦେହ ବୃଦ୍ଧି ପାଇଛି। ବିଶେଷ କରି ଗୁଇନ୍ଦା ସ୍କାନରରେ ପଥର କ୍ଵାରୀଗୁଡ଼ିକ ରହିଛି। ଆନ୍ଧ୍ରପ୍ରଦେଶରୁ ଗଞ୍ଜାମ ପର୍ଯ୍ୟନ୍ତ ଏହାର ଚେର ଲମ୍ବିଛି। ଖୁବଶୀଘ୍ର ମାଷ୍ଟରମାଇଣ୍ଡକୁ ପୁଲିସ ଧରିବ ବୋଲି ପଣ୍ଡା କହିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories