ଢେଙ୍କାନାଳ : କାମାକ୍ଷାନଗରରେ ଜଣେ ଆତ୍ମଘୋଷିତ ବାବାଙ୍କ ନାଁରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ବାବା ଜଣକ ଆଶ୍ରମରେ ରୋଷେୟା ଭାବେ କାମ କରୁଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୁଲିସ ଉକ୍ତ ବାବାକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ମହିଳା ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଛି । ତଦନ୍ତ କରାଯାଇ କଡା କାର୍ଯ୍ୟାନୁଷ୍ଠାନ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Popular Categories



