ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ CDMO କାର୍ଯ୍ୟାଳୟର କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ । ୨୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଛି । ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ସମ୍ପର୍କିତ ଚିଠି ଦେବାକୁ ଜଗଦୀଶ ଓ ନିରଞ୍ଜନ ଲାଞ୍ଚ ନେଉଥିଲେ । ଏହାସହ କିରାଣି ଜଗଦୀଶ ପଟ୍ଟନାୟକଙ୍କ ଅଫିସ୍ ଓ ଘରେ ଭିଜିଲାନ୍ସ ରେଡ୍ କରିଛି ।
Popular Categories



