www.samajalive.in
Saturday, December 6, 2025
19.1 C
Bhubaneswar

ରାଜଧାନୀରେ ଲକ୍ଷାଧିକ ଟଙ୍କାର ଆଇଫୋନ୍‌ ଲୁଟି ନେଲେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ସହିଦନଗରରେ ଶୁକ୍ରବାର ଏକ ମୋବାଇଲ୍‌ ଦୋକାନରୁ ବଡ ଧରଣର ଲୁଟ୍‌ ହୋଇଛି । ଲୁଟେରା ଦୋକାନରେ ପଶି ପ୍ରାୟ ଲକ୍ଷାଧିକ ଟଙ୍କାର ଆଇଫୋନ୍‌ ଲୁଟ୍‌ କରି ଫେରାର ହୋଇଯାଇଛନ୍ତି । ବ୍ୟାଗ୍‌ରେ ମୋବାଇଲ୍‌ ନେଇ ଫେରାର ହେବା ଓ ଲୁଟ୍‌ର ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପ୍ରାୟ ୬ ଜଣ ଲୁଟେରା ଏହି ଲୁଟ୍‌ରେ ସାମିଲ୍‌ ଥିବା କ୍ୟାମେରାରେ କଏଦ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଲୁଟେରାଙ୍କ ଲିଙ୍କ ଆନ୍ତଃରାଜ୍ୟ ଚୋରଙ୍କ ସହ ଥିବା ପୁଲିସ ସନ୍ଦେହ କରୁଛି । ପ୍ରାୟ ୧୦ ଲକ୍ଷ ଟଙ୍କାର ମୋବାଇଲ୍‌ ଲୁଟ୍‌ ହୋଇଛି ।

ଗୋଟିଏ ଦିନ ପରେ ଶ୍ରାବଣ ପୂର୍ଣ୍ଣିମା; ପୁଣି ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ.. ଏହି ୫ ରାଶିଙ୍କ ପାଇଁ ଆସୁଛି ବଡ ଖୁସି,ସଫଳତା, କିଣିବେ ଘର,ଗାଡି, ହେବେ ଭାଗ୍ୟଶାଳୀ..

ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..

- Advertisement -

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories