www.samajalive.in
Sunday, December 14, 2025
26.1 C
Bhubaneswar

ଓସ୍ତପୁର-କୋଟପଲ୍ଲା ସୀମା ବିବାଦ: ବଜାରର ୧ କି.ମି. ପରିଧିରେ ବିଏନଏସ୍ ୧୬୩ ଲାଗୁ

ବେଗୁନିଆ: ବାଘମାରୀ ଥାନା ଓସ୍ତପୁର-କୋଟପଲ୍ଲା ସୀମା ବିବାଦ ଘଟଣାରେ ବଜାରର ୧ କିମି ପରିଧିରେ BNS ୧୬୩ ଲାଗୁ କରାଯାଇଛି । ଉତ୍ତେଜନା ଥିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ BNS ୧୬୩ ଲାଗୁ ହେବା ସହ ସ୍ଥାନୀୟ ଉ.ପ୍ରା. ସ୍କୁଲ୍‌ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି ।

କହିରଖୁଛୁ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ପୋଡ଼ାଡିହ ପଞ୍ଚାୟତ ଓସ୍ତପୁର ଏବଂ କୋଟପଲ୍ଲା ଗ୍ରାମରେ ନାମଫଳକ ମାରିବାକୁ ନେଇ ବିବାଦ ଲାଗି ରହିଛି । ଦୀର୍ଘଦିନ ଧରି ଉଭୟ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲେ ମଧ୍ୟ ସମାଧାନ ହୋଇପାରିନଥିଲା। ଉକ୍ତ ଘଟଣାକୁ ନେଇ ବୁଧବାର ପୁନର୍ବାର ବିବାଦ ଦେଖା ଦେଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲା।

ନାମଫଳକକୁ ନେଇ ଦୁଇ ଗାଁ ମଧ୍ୟରେ ବିବାଦ: ଜଣେ ଆହତ, ଦୋକାନ ବଜାର ବନ୍ଦ

- Advertisement -

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories