www.samajalive.in
Sunday, December 14, 2025
15.1 C
Bhubaneswar

ଶୁଖିଲା ମନ୍ଦାକିନୀ ଖୋଜୁଛି ସୁରକ୍ଷା

ରଣପୁରଗଡ : କବିବର ରାଧାନାଥ ରାୟଙ୍କ ରଚିତ କାବ୍ୟ ଚିଲିକାରେ ବର୍ଣ୍ଣିତ ନଦୀ ମନ୍ଦାକିନୀ ଅମନ୍ଦ ଗାମିନୀ, କଳକଳ ନାଦ ଭାରି ସୁଶେ। ଭିନୀର ପ୍ରାକୃତିକ ଶୋଭା ଅତୀବ ରମଣୀୟ ଥିଲା। ଯାହାକି କବିଙ୍କ ମନକୁ ଆକୃଷ୍ଟ କରିଥିଲା। ସେହି ମନ୍ଦାକିନୀ ଆଜି ଅସୁରକ୍ଷିତ। ଖତିଆ ଗ୍ରାମ ପଞ୍ଚାୟତ ପେ।ଡାସାହି ପାହାଡ଼ ପାଦ ଦେଶରୁ ବାହାରି ଦର୍ପନାରାଣପୁର, ବାଉଁଶଗଡ, ଗୈ।ରାଙ୍ଗପୁର, ପିମ୍ପଲ, ଲେ।ଧାଚୁଆ, ବ୍ରଜରାଜପୁର, ନରସିଂହପୁର ଆଦି ଗ୍ରାମ ପଞ୍ଚାୟତ ସହ ରଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଦେଇ ମନ୍ଦାକିନୀ ନଦୀ ରାମେଶ୍ୱର ଅତିକ୍ରମ କରି ଦୟା ନଦୀରେ ମିଶିଛି। ମନ୍ଦାକିନୀ ନଦୀ ପ୍ରବାହିତ ଅଞ୍ଚଳର କୃଷକ ମାନଙ୍କ ଜୀବନ ରେଖା ବୋଲି ଧରାଯାଏ। କଂଗ୍ରେସ ଶାସନାଧିନ ସମୟରେ ଅଞ୍ଚଳର କୃଷକ ମାନଙ୍କ ଦାବି ଥିଲା ମନ୍ଦାକିନୀ ନଦୀ ରାଜନଗଡଠାରେ ସାପୁଆଣି ବନ୍ଧ। ଦାବି ଅନୁସାରେ ବନ୍ଧ ବରମୁଳ ଠାରେ ହେଲା । ଯାହାକି କୃଷକ ମାନଙ୍କ କାର୍ଯ୍ୟରେ ଆସୁନାହିଁ। ଗୈ।ରାଙ୍ଗପୁର ସରପଞ୍ଚ ପ୍ରଭାତ କୁମାର ପ୍ରଧାନ କୁହନ୍ତି ନଦୀ ଅବବାହିକା ପେ।ତି ହେଲାଣି। ଜଳ ସଂରକ୍ଷଣ ନାହିଁ କେନାଲ ତଳ ଜମି ଶୁଖିଲା ପଡିଛି । ବର୍ଷାର ପରିମାଣ କମ୍ ଯେ।ଗୁ ଶ୍ରାବଣୀର ଝର ଆଉ ନାହିଁ। ତେଣୁ ମନ୍ଦାକିନୀ ନଦୀ ଶୁଖିଲା ପଡିଛି।

ଅପର ପକ୍ଷରେ ଭୂଗର୍ଭରୁ ଜଳସ୍ତର କମି କମି ଯାଉଛି। ଭୁପୃଷ୍ଠ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ନଦେଇ ଗଭୀର ନଳକୂପ ମାଧ୍ୟମରେ ଭୁଗର୍ଭ ଜଳ ଶେ।ଷଣ ଚାଲିଛି। ଅବଶ୍ୟ ଭୁଗର୍ଭ ଜଳସ୍ତର ବୣଦ୍ଧି ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ତରଫରୁ ମନ୍ଦାକିନୀ ନଦୀରେ କିଛି ଚେକ ଡ୍ୟାମ ନିର୍ମାଣ ହେ।ଇଥିଲା। କିନ୍ତୁ ରକ୍ଷଣା ବେକ୍ଷଣ ମରାମତି ଅଭାବରୁ ଜଳ ସଂରକ୍ଷଣ ହେଉନାହିଁ। ଉଠା ଜଳସେଚନ ପମ୍ପ ଅଛି କେଉଁଠି ନଦୀରେ ଜଳ ନାହିଁ ତ ଆଉ କେଉଁଠି ପମ୍ଫ ଅଚଳ ହୋଇପଡିଛି । ସବୁ ବିଭାଗରେ କର୍ମଚାରୀ ଅଭାବ ଆଳ ଦେଖାଇ ଉଚ୍ଚ ଅଧିକାରୀ ନିରବ ଦ୍ରଷ୍ଟା ସାଜିଛନ୍ତି । ଜଳ ସମ୍ପଦ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଓ ମାନ୍ୟବର ମନ୍ତ୍ରୀ ଦୃଷ୍ଟି ଦେଇ କୃଷକଙ୍କ ଜୀବନ ରେଖା ମନ୍ଦକିନୀ ନଦୀ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ କୣଷକମାନେ ଅନୁରୋଧ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories