www.samajalive.in
Sunday, December 14, 2025
15.1 C
Bhubaneswar

ରାକ୍ଷୀ ଦୋକାନକୁ ନେଇ ଜନଅସନ୍ତୋଷ

ବାସୁଦେବପୁର : ଆଗକୁ ଆସୁଛି ରାକ୍ଷୀ ପୁର୍ଣ୍ଣିମା । ଏହାର ସୁଯୋଗରେ ବିନା ସ୍ୱୀକୃତିରେ ରାକ୍ଷୀ ଷ୍ଟଲ ପାଇଁ ଚାଲିଛି ଏକ ପ୍ରକାରର ବ୍ୟାପାରିକ ଦୈାଡ । ଏହାର ସୁଯୋଗରେ ସାଧାରଣ ଜନତାଙ୍କ ବ୍ୟବହୃତ ସ୍ଥାନରେ ଷ୍ଟଲ ଖୋଲାଯିବାକୁ ନାପସନ୍ଦ କରାଯାଇଛି । ଯାହାକୁ ସଠିକ ଢଙ୍ଗରେ ଗ୍ରହଣ କରି ପାରୁନାହାନ୍ତି ବାସୁଦେବପୁରର ସାଧାରଣ ଜନତା । ବାସୁଦେବପୁର ସହରର ନୀଳମଣି ମାର୍କେଟ କଂପ୍ଲେକ୍ସ ଠାରେ ନୂଆକରି ଖୋଲା ଯାଇଥିବା ରାକ୍ଷୀ ଷ୍ଟଲ ଖୋଲା ଯିବାକୁ  ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସାଧାରଣ ଜନତା ତଥା ଦୁଇଚକିଆ ଯାନ ପାଇଁ ପାର୍କିଂସ୍ଥଳ ଭାବରେ ବ୍ୟବହୃତ ସ୍ଥାନକୁ କିପରି ଭାବରେ ବ୍ୟବସାୟିକ ପ୍ରତିଷ୍ଠାନକୁ ଅନୁମତି ମିଳିପାରିଲା ସେନେଇ ସାଧାରଣ ଜନତାଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ସ୍ଥାନୀୟ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧାଂଶୁ ସ୍ୱାଇଁ ସ୍ପଷ୍ଟ ଭାବରେ କୁହନ୍ତି, ସାଧାରଣ ଜନତାଙ୍କ ବ୍ୟବହାର ସ୍ଥାନରୁ ଖୁବଶିଘ୍ର ଏହାକୁ ଉଚ୍ଛେଦ କରାଯିବ । ମାତ୍ର ଏନେଇ ସଂପୃକ୍ତ ବ୍ୟବସାୟୀଙ୍କ କୈାଣସି ପ୍ରକାରର ପ୍ରତିକ୍ରିୟା ମିଳିପାରିନାହିଁ ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories