www.samajalive.in
Saturday, December 6, 2025
14.1 C
Bhubaneswar

ନିଟ୍‌ ପରୀକ୍ଷାରେ ମାଆ, ଝିଅ କୃତକାର୍ଯ୍ୟ

ଚେନ୍ନଇ: ତାମିଲନାଡୁର ଜଣେ ମହିଳା ତାଙ୍କ ଝିଅଙ୍କ ସହ ସର୍ବଭାତୀୟ ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜଣାପଡିଛି। ଏ.ମଣିଭାନନ୍‌ ନାମ୍ନୀ ୪୯ ବର୍ଷୀୟା ଏହି ମହିଳା ବର୍ତ୍ତମାନ ଫିଜିଓଥେରାପିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ତାମିଲନାଡୁର ବିରୁଦ୍ଧନଗରସ୍ଥିତ ସରକାରୀ ମେଡିକାଲ କଲେଜର ଏମବିବିଏସ ପାଠ୍ୟକ୍ରମରେ ନାମଲେଖା ସୁଯୋଗ ମିଳିଥିବାବେଳେ ଝିଅ ସଂଯୁକ୍ତା ଖୁବଶୀଘ୍ର ଆଡ୍‌ମିସନ ନେବାକୁ ଯାଉଛନ୍ତି। ମଣିଭାନନ୍‌ ଭିନ୍ନକ୍ଷମ ହୋଇଥିବାବେଳେ ଆଜକୁ ତିନି ଦଶନ୍ଧି ପୂର୍ବେ ଡାକ୍ତରୀ ପାଠ ପଢିବାକୁ ଇଚ୍ଛାପ୍ରକାଶ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories