www.samajalive.in
Friday, December 5, 2025
26.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ଆକାଶ ମାର୍ଗରୁ ଉତ୍ତର ଓଡ଼ିଶାର ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ.. ବନ୍ୟା ପରେ ବାଲେଶ୍ୱର, ଭଦ୍ରକର ସ୍ଥିତି ସଙ୍ଗୀନ ଥିବାବେଳେ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି..

ଭିଜିଲାନ୍ସ ଜାଲରେ ପୁଣି ଜଣେ ସହକାରୀ ଯନ୍ତ୍ରୀ.. ଭୁବନେଶ୍ଵର ଆର ଆଣ୍ଡ୍‌ ବି ଡିଭିଜନ୍-୩ ର ସହକାରୀ ଯନ୍ତ୍ରୀ ଅଶୋକ କୁମାର ପଣ୍ଡାଙ୍କ ଘରେ ଭିଜିଲାନ୍ସ ଚଢାଉ..

- Advertisement -

ପୁଣି ବଢିଲା ସୁନାଦର.. ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧ ଲକ୍ଷ ୪୮୦ ଟଙ୍କା.. ଗତକାଲି ୯୯ ହଜାର ୮୨୦ ଟଙ୍କା ଥିଲା.. ଏଥିରେ ୬୬୦ ଟଙ୍କା ବୃଦ୍ଧି ଘଟିଛି.. ସେହିପରି ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୨ ହଜାର ୧୦୦ ଟଙ୍କା ହୋଇଛି.. ଗତକାଲି ୯୧,୫୦୦ ଟଙ୍କା ଥିଲା.. ଏଥିରେ ୬୦୦ ଟଙ୍କା ବୃଦ୍ଧି ଘଟିଛି..

ପହଲଗାଓଁ ଆକ୍ରମଣ ପାଇଁ ଲଶ୍କର-ଇ-ତଇବା ସଂଗଠନର ପ୍ରକ୍ସି ଆତଙ୍କୀ ସଂଗଠନ ଦି ରେଜିଷ୍ଟାଣ୍ଟ ଫ୍ରଣ୍ଟ(ଟିଆରଏଫ)କୁ ଦାୟୀ କଲା ଜାତିସଂଘ ସୁରକ୍ଷା ପରିଷଦ ସାଙ୍କସନ କମିଟି.. ପହଲଗାଁଓ ଆକ୍ରମଣ କରିଥିବା ଟିଆରଏଫକୁ ପାକିସ୍ତାନ ସୁରକ୍ଷା ଦେଉଥିବାବେଳେ ଜାତିସଂଘ ସୁରକ୍ଷା ପରିଷଦ ସାଙ୍କସନ କମିଟି ରିପୋର୍ଟରେ ସ୍ଥାନ ପାଇବା ଭାରତ ପାଇଁ କୁଟନୈତିକ ବିଜୟ..

ସୀମାପାର ଅନୁପ୍ରବେଶ ଉଦ୍ୟମ ପଣ୍ଡ.. ସୁରକ୍ଷା ବାହିନୀଙ୍କ ଗୁଳିରେ ଟଳିଲେ ୨ ଆତଙ୍କୀ.. ଜମ୍ମୁ-କାଶ୍ମୀର ପୁଞ୍ଛ ଜିଲାର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଅବସ୍ଥିତ ଦିଗଓ୍ବାର ସେକ୍ଟରରେ ସୀମାପାର ଅନୁପ୍ରବେଶ ଉଦ୍ୟମବେଳେ ସୁରକ୍ଷାବାହିନୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ..

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories