www.samajalive.in
Friday, December 5, 2025
26.1 C
Bhubaneswar

ଦନ୍ତା ଆକ୍ରମଣରେ ମୃତ ପରିବାରକୁ ଭେଟିଲେ ବିଧାୟକ

ଜି ଉଦୟଗିରି: ଦନ୍ତା ଆକ୍ରମଣରେ ପ୍ରାଣ ହରାଇଥିବା ସାମନ୍ତ ଦିଗାଲ ୫୨ଙ୍କ ପାରିବାର ବର୍ଗଙ୍କୁ ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ଭେଟିଛନ୍ତି। ମୃତ ସାମନ୍ତ ଏକା ଥିବାରୁ ତାଙ୍କ ବଡ ଭାଇ ଶମ୍ଭୁ ଦିଗାଲଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଯଥା ଶୀଘ୍ର କିପରି ସରକାରୀ ସହାୟତା ମିଳିପାରିବ ସେ ଦିଗରେ ସମସ୍ତ ପଦକ୍ଷେପ ନିଆଯିବା ସହ ଆବଶ୍ୟକ ସ୍ଥଳେ ନିଜେ ଏଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବି ବୋଲି ଆଶ୍ଵାସନା ଦେଇଥିଲେ। ଏଥିସହ ଈଶ୍ୱର ଏ ଭଳି ଅସମୟରେ ଆପଣଙ୍କ ପରିବାର ବର୍ଗଙ୍କୁ ଏ ଦୁଃଖ ସହିବା ପାଇଁ ଅସୀମ ସାହାସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କହିଥିଲେ। ପାଖରେ ଅନ୍ୟ ମାନଙ୍କ ମଧ୍ୟରେ ବିଜୟ କୁମାର ପଣ୍ଡା ସମେତ ପାରିବାର ବର୍ଗ ଉପସ୍ଥିତ ଥିଲେ।

ବାସ୍ତୁ.. ସମ୍ପର୍କରେ ତିକ୍ତତା, ଘରୁ କଳହ, ଅଶାନ୍ତି ଦୂର କରେ ଘରେ ଥିଲେ ଏହି ଖାସ୍‌ ଗଛ, ଦାମ୍ପତ୍ୟ ଜୀବନରେ ବି ଆସେ ମଧୁରତା..

- Advertisement -

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories