ବାସ୍ତୁ.. ସମ୍ପର୍କରେ ତିକ୍ତତା, ଘରୁ କଳହ, ଅଶାନ୍ତି ଦୂର କରେ ଘରେ ଥିଲେ ଏହି ଖାସ୍‌ ଗଛ, ଦାମ୍ପତ୍ୟ ଜୀବନରେ ବି ଆସେ ମଧୁରତା..

ଅନେକ ଥର ଦେଖାଯାଏ, ଘରେ ବିନା କୌଣସି କାରଣରେ ଅଶାନ୍ତି ଓ କଳହ ଲାଗି ରହିଥାଏ । ଛୋଟ ଛୋଟ କଥାରେ ଘରେ ଝଗଡା ସହ ସମସ୍ୟା ଲାଗି ରହିଥାଏ । ବାସ୍ତୁ ଶାସ୍ତ୍ରରେ ଏସବୁ ସମସ୍ୟାର ସମାଧାନ ପାଇଁ କିଛି ସରଳ ଉପାୟ ବର୍ଣ୍ଣନା କରାଯାଇଛି । ବାସ୍ତୁରେ କିଛି ଗଛ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି, ଯାହାକୁ ଘରେ ଆଣି ରଖିଲେ ଘରୁ ଅଶାନ୍ତି ଦୂର ହୋଇଥାଏ । ଏହାସହ ଘରେ ଶାନ୍ତି, ହସଖୁସି, … Continue reading ବାସ୍ତୁ.. ସମ୍ପର୍କରେ ତିକ୍ତତା, ଘରୁ କଳହ, ଅଶାନ୍ତି ଦୂର କରେ ଘରେ ଥିଲେ ଏହି ଖାସ୍‌ ଗଛ, ଦାମ୍ପତ୍ୟ ଜୀବନରେ ବି ଆସେ ମଧୁରତା..