www.samajalive.in
Saturday, December 13, 2025
26.1 C
Bhubaneswar

ଗୋଡାଇ ଗୋଡାଇ କଚାଡି ମାରିଲା ଷଣ୍ଢ

ବାସୁଦେବପୁର: ଭଦ୍ରକ ଜିଲା ବାସୁଦେବପୁର ଥାନା ବ୍ରାହ୍ମଣଗାଁ ପଞ୍ଚୟତ ଚଣ୍ଡିଆ ଗାଁରେ ଅଘଟଣ। ଷଣ୍ଢ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ଵେଳେ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି। ମୃକଙ୍କ ନାମ ନେପାଳ ଜେନା। ସୂଚନା ଅନୁଯାୟୀ, ନେପାଳଙ୍କ ସ୍ତ୍ରୀ ସକାଳେ ପଦାକୁ ଶୌଚ ହେବାକୁ ଯାଇଥିବା ବେଳେ ଷଣ୍ଢ ହାବୁଡ଼ରେ ପଡିଥିଲେ। ପାଗଳ ପ୍ରାୟ ହୋଇଥିବା ଷଣ୍ଢଟି ମହିଳାଙ୍କୁ ଗୋଡ଼ାଇଥିଲା। ଘଟଣା ଜାଣି ନେପାଳ ଷଣ୍ଢ କୁ ଘଉଡାଇବାକୁ ଉଦ୍ୟମ କରଥିବା ବେଳେ ରକ୍ତମୁଖା ଷଣ୍ଢଟି ନେପାଳକୁ ଭୂଷି ମରିଦେଇଥିଲା। ଷଣ୍ଢକୁ ଘଉଡାଇବାକୁ ଉଦ୍ୟମ କରିଥିବା ଏକାଧିକ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବାସୁଦେବପୁର ଡାକ୍ତର ଖାନାରେ ଭର୍ତି କରାଯାଇଛି।

 

- Advertisement -

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories