www.samajalive.in
Saturday, December 13, 2025
27.1 C
Bhubaneswar

ଡ୍ରାଇଭର ସଂଘର ଧର୍ମଘଟ

ବାସୁଦେବପୁର :  ଡ୍ରାଇଭର ସଂଘର ଆହ୍ୱାନକ୍ରମେ ଆଜି ବାସୁଦେବପୁରରେ ଧର୍ମଘଟ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି । ଏହା ପ୍ରଭାବରେ ଅଖ ଚକ ସବୁ ବନ୍ଦ ହୋଇଥିବା ନଜରକୁ ଆସିଛି । ଏହି ଅବସରରେ ବାସୁଦେବପୁରର ପ୍ରେସ କ୍ଲବ ସମ୍ମୁଖରେ ପଥପ୍ରାନ୍ତ ସଭାର ଆୟୋଜିତ ହୋଇଯାଇଛି । ବ୍ଲକ ସଭାପତି ସଞ୍ଜୟକୁମାର ମହାନ୍ତିଙ୍କ ନେତୃତ୍ୱରେ ଉପସଭାପତି ଗୈାତମ ବାରିକ, ସଂପାଦକ ବବୁଲ ସେନ, ପୈାରପାଳିକା ସଭାପତି ଚିତ୍ତରଞ୍ଜନ ଦାସ, ସଂପାଦକ ସୁଶାନ୍ତ କୁମାର ନାୟକ, କୋଷାଧ୍ୟକ୍ଷ ରାଜୀବ ବେହେରା ଜିଲ୍ଲା କୋଷାଧ୍ୟକ୍ଷ ପ୍ରଶାନ୍ତ ମହାନ୍ତି ପ୍ରମୁଖଙ୍କ ସମେତ ଡ୍ରାଇଭର ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories