www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ; ଟ୍ରେନ୍‌ରେ ଖାଦ୍ୟ ଖାଇବା ପୂର୍ବରୁ.. ରେଳଧାରଣାରୁ ଗୋଟାଇ ଧୋଇଲେ ପ୍ଲେଟ୍‌, ଆଶ୍ଚର୍ଯ୍ୟ କରିବ କାରଣ

ନୂଆଦିଲ୍ଲୀ : ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ଅନେକ ଲୋକେ ଖାଦ୍ୟ ଅର୍ଡର କରି ଥାନ୍ତି । ଟ୍ରେନ୍‌ ଭିତରେ ଥିବା ପ୍ୟାନ୍‌ଣ୍ଟ୍ରି ହେଉ କିମ୍ବା ଷ୍ଟେସନରେ ଥିବା ଦୋକାନରୁ ହେଉ । ନିକଟରେ ଟ୍ରେନ୍‌ରେ ବିକ୍ରି ହେଉଥିବା ଅନେକ ଖାଦ୍ୟର ଶୁଦ୍ଧତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିବା ସହ ଖାଦ୍ୟ ସହ ଜଡିତ ଅନେକ ଭିଡିଓ ମଧ୍ୟ ଭାଇରାଲ୍‌ ହୋଇଛି । ନିକଟରେ ଟ୍ରେନ୍‌ରେ ମିଳୁଥିବା ଖାଦ୍ୟ ପ୍ୟାକେଟ୍‌ର ଏଭଳି ଏକ ଭିଡିଓ ଏବେ ଭାଇରାଲ୍‌ ହେଉଛି, ଯାହାକୁ ଦେଖି ଲୋକେ ମୁଣ୍ଡରେ ହାତ ଦେବା ସହ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।


ଭାଇରାଲ୍‌ ହେଉଥିବା ଅନେକ ଭିଡିଓରେ କେହି କେହି ଖାଦ୍ୟର ସ୍ୱଚ୍ଛତାକୁ ନେଇ ପ୍ରଶ୍ନ ଉଠାନ୍ତି ତ କେହି ଦାମ୍‌କୁ ନେଇ। ନିକଟରେ ଭାଇରାଲ୍‌ ହେଉଥିବା ଭିଡିଓକୁ ନେଇ ଲୋକେ ମୁଣ୍ଡରେ ହାତ ଦେଇଛନ୍ତି।

- Advertisement -

ଭାଇରାଲ୍‌ ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ରେଳଧାରଣାରେ ବସିଛନ୍ତି । ନିକଟରେ ଆସୁଥିବା ପାଇପ୍‌ ପାଣିରେ ଏକାଠି କରିଥିବା କିଛି ଆଲୁମିନିୟମ ଫଏଲ୍‌ରେ ତିଆରି ହୋଇଥିବା ବ୍ୟବହାର ହୋଇଥିବା ପ୍ଲେଟ୍‌କୁ ଧୋଉଛନ୍ତି । ଭିଡିଓରେ ଦାବି କରି କୁହାଯାଇଛି ଯେ ଏହି ପ୍ଲେଟ୍‌କୁ ଧୋଇ ପୁଣି ଏଥିରେ ଖାଦ୍ୟ ପ୍ୟାକ୍‌ କରି ଗ୍ରାହକଙ୍କୁ ବିକ୍ରି କରାଯାଉଛି । ମାତ୍ର ଏନେଇ କୌଣସି ସ୍ପଷ୍ଟତା ମିଳିନାହିଁ । ମାତ୍ର ଭିଡିଓକୁ ଦେଖି ସଭିଁଙ୍କ ମନରେ ପ୍ରଶ୍ନ ଆସିଛି, ପ୍ଲେଟ୍‌କୁ ଏଭଳି ଧୋଇବାର କାରଣ କ’ଣ ।

ଏହି ରାଶିଙ୍କ ପାଇଁ ବଡ ଖୁସି ନେଇ ଆସୁଛି ଶ୍ରାବଣ: ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ, ଶିବଙ୍କ କୃପାରୁ ବର୍ଷିବ ଧନ, ଖାଲି ମିଳିବ ସଫଳତା..

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories