www.samajalive.in
Sunday, December 14, 2025
14.1 C
Bhubaneswar

ଆଇଆଇଟି ଖଡଗପୁରରେ ପ୍ରବେଶ ନିମନ୍ତେ ଚୟନ

କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ଏକ ନମ୍ବର ୱାର୍ଡରେ ରହି ଆସୁଥିବା କୁମାର ବିବରଙ୍କ ପୁଅ  ହିମେଶ ବିବର ଆଇଆଇଟି ଖଡଗପୁରରେ ଅଧ୍ୟୟନ ନିମନ୍ତେ ପ୍ରବେଶ ପରୀକ୍ଷାରେ ଚୟନ ହୋଇଥିବା ଜଣାପଡିଛି। ଏନଟିଏ ପକ୍ଷରୁ କରାଯାଇଥିବା ଏନ. ସି. ଇ. ଟି  ପରୀକ୍ଷା ଭୁବନେଶ୍ୱରଠାରେ ଏପ୍ରିଲ  ୨୫ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରାୟଗଡା ଜିଲାରୁ ତିନି ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବାବେଳେ କଲ୍ୟାଣସିଂହପୁର ବ୍ଲକର ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ହିମେଶ ମୋଟ ୫୭୫ ମାର୍କ ଆଣି  ସରକାରୀ ପକ୍ଷରୁ ଆଇଆଇଟି ଖଡଗପୁରରେ ଅଧ୍ୟୟନ ନିମନ୍ତେ ଚୟନ ହୋଇଛନ୍ତି। ଏହି ଖବର ପାଇବା ପରେ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସଙ୍ଗୀତ ପାଲକା, ଅଧ୍ୟାପକ ଅଧ୍ୟାପିକା, ଅଭିଭାବକ, ଛାତ୍ର ଛାତ୍ରୀ, ପିତାମାତା, ଗ୍ରାମବାସୀ ଓ ବ୍ଲକବାସୀ  ଖୁସି  ହୋଇ ଉନ୍ନତ ମାନର ଶିକ୍ଷା ଗ୍ରହଣ କରିବା ସହ ବ୍ଲକ ଓ ବିଦ୍ୟାଳୟର ନାମ ରଖିବା ପାଇଁ ଆଶୀର୍ବାଦ ଦେଇଥିଲେ  ।

Hot this week

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

Related Articles

Popular Categories