BJD Bijuli 480×75 Mob

ଭବାନୀପାଟଣାରେ ପହଞ୍ଚିଲେ ଯୋଗୀ

BJD Bijuli 480×75 Mob
0

ଭବାନୀପାଟଣା : କଳହାଣ୍ଡି ଜିଲା ଭବାନୀପାଟଣାର ଲାଲ ବାହାଦୂର ଶାସ୍ତ୍ରୀ ଷ୍ଟାଡିୟମରେ ୟୁପିର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପହଞ୍ଚିଛନ୍ତି। ସେଠାରେ ସେ ବିଜେପିର ବୁଥ ସ୍ତରୀୟ କର୍ମୀଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରେ ସେ କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର, କୋରାପୁଟ, କନ୍ଧମାଳ ସାଂସଦର ଅଧିନର ଥିବା ୩୩ ଗୋଟି ବିଧାନସଭା ଅଧିନର ସମସ୍ତ ବୁଥସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଆଗାମୀ ୨୦୧୯ ସାଧାରଣ ନିର୍ବାଚନର ବିଜେପି ସଫଳତା ପାଇଁ ଗୁରୁମନ୍ତ୍ର ଦେବାର କାର୍ଯ୍ୟକ୍ରମ ରହିଛି। ଯୋଗୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଛନ୍ତି ।

Leave A Reply