www.samajalive.in
Sunday, December 7, 2025
14.1 C
Bhubaneswar

ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ଯୋଗ; ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ରାଶିଙ୍କୁ କରିବ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଦୃଷ୍ଟିରୁ ଜୁଲାଇ ମାସ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଚଳିତ ବର୍ଷ ଜୁଲାଇ ମାସରେ ଅନେକ ଗ୍ରହ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ପ୍ରବେଶ କରିବେ । ଦେବଗୁରୁ ବୃହସ୍ପତି ଜୁଲାଇରେ ୨ଥର ନକ୍ଷତ୍ର ପରିବର୍ତ୍ତନ କରିବେ । ଶାସ୍ତ୍ର ଅନୁସାରେ ୧୩ ଜୁଲାଇରେ ଗୁରୁ ଆଦ୍ରା ନକ୍ଷତ୍ରରେ ୨ୟ ପଦରୁ ବାହାରି ୩ୟ ପଦରେ ପ୍ରବେଶ କରିବେ । ୨୮ ଜୁଲାଇରେ ଗୁରୁ ୩ୟ ପଦର ୪ର୍ଥ ପଦରେ ପ୍ରବେଶ କରିବେ ।
ଗୁରୁଙ୍କ ଏହି ଚଳନ ଖୁବ୍‌ ମହତ୍ତ୍ୱପୂର୍ଣ୍ଣ । ଜାଣନ୍ତୁ ଏହାର ପ୍ରଭାବରେ କେଉଁ କେଉଁ ରାଶିଙ୍କ ଭାଗ୍ୟ ଚମକିବ..

କର୍କଟ- ଏହି ରାଶିଙ୍କୁ ଅନେକ ଲାଭ ମିଳିବ । ଅଟକି ଥିବା ଧନ ପ୍ରାପ୍ତି ହେବ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଧନ ସହ ଜଡିତ ସମସ୍ୟା ଦୂର ହେବ ।

- Advertisement -

ସିଂହ- ଏହି ରାଶିଙ୍କ ଶୁଭ ସମୟ ଆରମ୍ଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ ।

ଦେଖନ୍ତୁ ଭିଡିଓ; ଶିକାରୀ ହେଲା ଶିକାର, ସାପ-ଚିଲ ଲଢେଇ, ଜିତିଲା କିଏ?

ଧନୁ- ଏହି ରାଶିଙ୍କ ପାଇଁ ବେଶ ଲାଭଦାୟକ ହେବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ଜୀବନରେ ଥିବା ସମସ୍ୟା ଦୂର ହେବ ।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories