ଦେଖନ୍ତୁ ଭିଡିଓ; ଶିକାରୀ ହେଲା ଶିକାର, ସାପ-ଚିଲ ଲଢେଇ, ଜିତିଲା କିଏ?

ନୂଆଦିଲ୍ଲୀ : ସାପ ଓ ଚିଲ ଉଭୟ ଖୁବ୍‌ ଚତୁର । ଦ୍ରୁତ ଶିକାରୀ ମଧ୍ୟ । ଜଙ୍ଗଲରେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ଲଢେଇ ମଧ୍ୟ ଦେଖିବାକୁ ମିଳିଥାଏ । ଏହି ଲଢେଇରେ କେତେବେଳେ ଚିଲ ତ ପୁଣି କେତେବେଳେ ସାପ ଜିତି ଥାଏ । ନିକଟରେ ସୋସିଆଲ ମିଡିଆରେ ଉଭୟଙ୍କ ଏଭଳି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯାହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । What lesson did you learn from … Continue reading ଦେଖନ୍ତୁ ଭିଡିଓ; ଶିକାରୀ ହେଲା ଶିକାର, ସାପ-ଚିଲ ଲଢେଇ, ଜିତିଲା କିଏ?