ବାରିପଦା: ଝରଣାରେ ଗାଧୋଇବାବେଳେ ବୁଡ଼ିଯାଇ ୨ ଯୁବକଙ୍କ ମୃତ୍ୟୁ ହୋଇଛି । ଶିମିଳିପାଳ ଲୁଲୁଙ୍ଗ ଝରଣାରେ ଗାଧୋଇବାକୁ ଯାଇ ୨ ଜଣ ଯୁବକ ବୁଡିଯାଇଥିଲେ । ତୁରନ୍ତ ସେମାନଙ୍କୁ ସନ୍ଧାନ କରାଯାଇଥିଲା । ତେବେ କିଛି ସମୟ ପରେ ସେମାନଙ୍କ ମୃତଦେହ ମିଳିଥିଲା । ସୂଚନାଯୋଗ୍ୟ ମଧୁବନ ଅଞ୍ଚଳରୁ ୫ ଜଣ ଯୁବକ ଭୋଜି ପାଇଁ ଲୁଲୁଙ୍ଗ ଯାଇଥିଲେ ।
Popular Categories



