www.samajalive.in
Sunday, December 14, 2025
16.1 C
Bhubaneswar

ସ୍ବାସ୍ଥ୍ୟବିଭାଗର ୨୪ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ୱର: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବିତୀୟ ପର୍ଯ୍ୟାୟ ଡିପିସି ନଥି ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ଡିପିସିରେ ୫ ଜଣଙ୍କୁ ପଦୋନ୍ନତି ମିଳିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ୨୪ ଜଣଙ୍କୁ ପଦୋନ୍ନତି ମିଳିଛି। ଏହାଦ୍ବାରା ବହୁ ଦିନ ଧରି ଫାଙ୍କା ଥିବା ୧୭ ସିଡିଏମ୍‍ଓ ସହ ଅନ୍ୟ ପଦ ପୂରଣ ହୋଇଛି। ଏନେଇ ବିଧିବଦ୍ଧଭାବେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଡା. ପ୍ରଦୀପ କୁମାର ହୋତାଙ୍କୁ ସୋନପୁର ସିଡିଏମ୍‍ଓ ଭାବେ ନିଯୁକ୍ତି ମିଳିଥିବାବେଳେ ଡା. ମହେଶ ମୋହନ ପଣ୍ଡା ଝାରସୁଗୁଡ଼ା, ଡା. ମନୋରଞ୍ଜନ ରାଉତ କେନ୍ଦ୍ରାପଡ଼ା, ଡା. ରବୀନ୍ଦ୍ରନାଥ ମିଶ୍ର କୋରାପୁଟ, ଡା. ରାଜେନ୍ଦ୍ର କୁମାର ପାଣିଗ୍ରାହୀ ଜଗତସିଂହପୁର, ଡା. ଗୌରୀଶଙ୍କର ବଳ ଅନୁଗୋଳ, ଡା. ସୁଶାନ୍ତ କୁମାର ନାୟକ ଗଞ୍ଜାମ, ଡା. କୁବେର ଚନ୍ଦ୍ର ମହାନ୍ତ ବରଗଡ଼, ଡା. ବିନୋଦ ବିହାରୀ ମିଶ୍ର କେନ୍ଦୁଝର, ଡା. ବିଜୟ କୁମାର ମିଶ୍ର ଯାଜପୁର, ଡା. ଅକ୍ଷୟ କୁମାର ଶତପଥୀ ପୁରୀ, ଡା. ସଞ୍ଜୟ କୁମାର ମହାପାତ୍ର ଢେଙ୍କାନାଳ, ଡା. କିଶୋର କୁମାର ଆଚାର୍ଯ୍ୟ ମୟୂରଭଞ୍ଜ, ଡା. ସଞ୍ଜୟ ଚନ୍ଦ୍ର ରାୟ ଖୋର୍ଦ୍ଧା, ଡା. ସୁରେଶ ଚନ୍ଦ୍ର ମହାନ୍ତି ସୁନ୍ଦରଗଡ଼, ଡା. ଭି ସରୋଜିନୀ ଦେବୀ ରାୟଗଡ଼ା, ଡା. ଦୋଳମଣି ପ୍ରଧାନଙ୍କୁ ମାଲକାନଗିରି ସିଡିଏମ୍‍ଓ ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ଡା. ଆନନ୍ଦ ଗୋପାଳ ମହାନ୍ତି ରାଉରକେଲା ଆରଜିଏଚ୍‌ର ଅଧୀକ୍ଷକ ଭାବେ ନିଯୁକ୍ତି ପାଇଥିବାବେଳେ ଡା. ମଦନମୋହନ ପଣ୍ଡା, ଡା. ଗୀତାଞ୍ଜଳି ରଥ, ଡା. ଅଲେଖ ପ୍ରସାଦ ମହାପାତ୍ର, ଡା. ବିଷ୍ଣୁପ୍ରସାଦ ମହାପାତ୍ର, ଡା. ପ୍ରମୋଦ କୁମାର ସାମନ୍ତରାୟ ଏବଂ ଡା. ଜ୍ଞାନବ୍ରତ ମହାନ୍ତିଙ୍କୁ ପଦୋନ୍ନତି ଦିଆଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories