ମେ’ ୨୭ ନୁହେଁ ବରଂ ମେ’ ୨୬ରେ ମିଳିବ ସାବିତ୍ରୀ ଅମାବାସ୍ୟା ଛୁଟି,୨୭ ତାରିଖରେ ରାଜ୍ୟ ସରକାରଙ୍କ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ଖୋଲା ରହିବ..
ସମ୍ବଲପୁର: ମାଲଖାନାରୁ କଫ୍ ସିରଫ ଚୋରି କରି ନିଲମ୍ବିତ ହେଲେ ଏଏସଆଇ
ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ବିଦ୍ୟୁତ୍ ପଣ୍ଡା ନିଲମ୍ବିତ..
ଭାରତୀୟ ବିମାନକୁ ଜରୁରୀ ଅବତରଣ ପାଇଁ ଅନୁମତି ଦେଲାନି ପାକିସ୍ତାନ
ଇଣ୍ଡିଗୋ ବିମାନକୁ ପାକିସ୍ତାନ ଆକାଶମାର୍ଗ ବ୍ୟବହାର ପାଇଁ ଅନୁମତି ଦେଲାନି..
ଖରାପ ପାଗ ଯୋଗୁ ଟର୍ବୁଲେନ୍ସରୁ ବର୍ତ୍ତିବାକୁ ପାକ୍ ଏୟାରସ୍ପସ୍ ବ୍ୟବହାର କରିଥାନ୍ତା ଇଣ୍ଡିଗୋ
୨୨୭ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ-ଶ୍ରୀନଗର ବିମାନ ଯାଉଥିଲା..
ଭିଜିଲାନ୍ସ ଜାଲରେ ଆରଆଣ୍ଡବି ଡିଭିଜନର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ସେଠୀ
ଏକକାଳୀନ ୮ଟି ସ୍ଥାନରେ ଚାଲିଛି ଚଢାଉ..
ଓଲଟିଲା ବ୍ୟାଣ୍ଡପାର୍ଟି ଗାଡି, ୨ ମୃତ
ସୁବର୍ଣ୍ଣପୁର : ବ୍ୟାଣ୍ଡପାର୍ଟି ଗାଡି ଓଲଟି ୨ ମୃତ, ୮ ଗୁରୁତର..
ସୋନପୁର- ବଲାଙ୍ଗୀର ରାସ୍ତା ହରଡଖୋଲ ନିକଟରେ ଦୁର୍ଘଟଣା
ବାହାଘର ପ୍ରୋସେସନ ସାରି ଫେରୁଥିବାବେଳେ ଦୁର୍ଘଟଣା
୮ ଜଣ ଗୁରୁତର ସୋନପୁର ମେଡିକାଲରେ ଚିକିତ୍ସିତ..
ଇସ୍ତଫା ଦେବେ କି ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍
ରାଜନୈତିକ ଦଳ ଓ ଆର୍ମି ମୁଖ୍ୟଙ୍କ ସହ ଲାଗି ରହିଛି ମତଭେଦ
ଡିସେମ୍ବରରେ ନିର୍ବାଚନ ଲାଗି ଦାବି କରିଛନ୍ତି ସେନା ପ୍ରମୁଖ..



