www.samajalive.in
Saturday, December 13, 2025
26.1 C
Bhubaneswar

ମହିଳା ଝାଡୁ କରୁଥିଲେ ; ବେକରୁ ଚେନ୍‌ ନେଇ ଦୁର୍ବୃତ୍ତ ଫେରାର୍‌

ଭୁବନେଶ୍ୱର : ଘର ବାହାରୁ ମହିଳାଙ୍କ ବେକରୁ ଦୁର୍ବୃତ୍ତ ଝାମ୍ପି ନେଲେ ସୁନା ଚେନ୍‌। ମହିଳା ଜଣକ ହେଲେ ଉମାମଣି ଦାସ (୭୦)। ବାଇକ୍‌ରେ ଆସି ଦୁର୍ବୃତ୍ତ ପ୍ରାୟ ୩ ଭରି ଓଜନର ସୁନା ଚେନ୍‌ ନେଇ ଫେରାର ହୋଇଯାଇଛନ୍ତି । ବାଲେଶ୍ୱରର ନୀଳଗିରି ଏନ୍‌ଏସି ହାଟ ଛକ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ବେଳେ ନୀଳଗିରି ଥାନାରେ ମହିଳା ଏନେଇ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି। ଘର ବାହାରେ ସକାଳ ସମୟରେ ଝାଡୁ କରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଚେନ୍‌ ଛିଣ୍ଡାଇ ପଳାଇଥିଲେ।

ଜୁନ୍‌ରେ ୫୦ ବର୍ଷ ପରେ ତ୍ରିକୋଣ ଓ ମାଲବ୍ୟ ରାଜଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି, ଧନର ହେବ ବର୍ଷା..

ରୁଦ୍ରାକ୍ଷ ପାଣି ପିଇଲେ ଶରୀରକୁ ମିଳେ କି କି ଲାଭ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ..

- Advertisement -

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories