www.samajalive.in
Friday, December 12, 2025
19.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା ପିକଅପ, ଅଳ୍ପକେ ବଞ୍ଚିଲେ ଚାଳକ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ କାର୍ଲାକଣା ଛକରେ ଭାରସାମ୍ୟ ହରାଇ ପିକଅପ ଭ୍ୟାନ୍‌ ଓଲଟି ପଡିଥିବା ବେଳେ ଅଳ୍ପକେ ଚାଳକଙ୍କ ଜୀବନ ବଞ୍ଚି ଯାଇଛି। ପିକଅପ ଗାଡି ଭୋରରୁ କଲ୍ୟାଣସିଂହପୁର ରୁ ରାୟଗଡା ଅଭିମୁଖେ ଯାଉଥିଲା। ଉକ୍ତ ଗାଡ଼ିଟି ହଠାତ ଭାରସାମ୍ୟ ହରାଇ କାର୍ଲାକଣା ଛକ ନିକଟରେ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଗାଡ଼ିରେ ଚାଳକ ସମେତ ଅନ୍ୟ ଦୁଇ ୨ ଜଣ ଥିଲେ। ଚାଳକ ସମେତ ୩ ଜଣ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ରାୟଗଡା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଅଞ୍ଚଳବାସୀଙ୍କ ସୂଚନା ଅନୁଯାୟୀ କଲ୍ୟାଣସିଂହପୁରର ଜଣେ ବ୍ୟବସାୟୀ ଭି ଗୌରୀଶଙ୍କରଙ୍କ ପିକଅପ୍ ଭ୍ୟାନ ରାସନ୍ ଜିନିଷ ଆଣିବା ନିମନ୍ତେ ରାୟଗଡା ଅଭିମୁଖେ ଯାଉଥିବା ବେଳେ କାର୍ଲାକଣା ଛକର ଏକ ବୁଲାଣୀରେ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

ଜୁନ୍‌ରେ ୫୦ ବର୍ଷ ପରେ ତ୍ରିକୋଣ ଓ ମାଲବ୍ୟ ରାଜଯୋଗ: ଏହି ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା, ହେବେ ମାଲାମାଲ୍‌, କିଣିବେ ଘର, ଗାଡି, ଧନର ହେବ ବର୍ଷା..

ରୁଦ୍ରାକ୍ଷ ପାଣି ପିଇଲେ ଶରୀରକୁ ମିଳେ କି କି ଲାଭ, ଜାଣନ୍ତୁ ବିଶେଷଜ୍ଞଙ୍କ ମତ..

- Advertisement -

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories