www.samajalive.in
Saturday, December 13, 2025
26.1 C
Bhubaneswar

ଜିଓର ଏହି ଶସ୍ତା ପ୍ଲାନ୍‌ ବିଷୟରେ ଜାଣିଛନ୍ତି କି? ଡାଟା ସହ ମିଳିବ ଏସବୁ..

ନୂଆଦିଲ୍ଲୀ : ଜିଓର ଅନେକ ରିଚାର୍ଜ ପ୍ଲାନ୍‌ ରହିଛି । ଯାହା ଭିନ୍ନ ଭିନ୍ନ ଦାମ୍‌ ଓ ସୁବିଧା ସହ ଉପଲବ୍ଧ । ତେବେ ଆପଣ ୧୮୯ ଟଙ୍କା ରିଚାର୍ଜ ପ୍ଲାନ୍‌ ବିଷୟରେ ଜାଣିଛନ୍ତି କି?

ଜିଓର ଏହି ରିଚାର୍ଜ ପ୍ଲାନ୍‌ ଖୁବ୍‌ ଖାସ୍‌ । ୧୮୯ ଟଙ୍କାରେ ଉପଭୋକ୍ତାଙ୍କୁ ଅନେକ ସୁବିଧା ମିଳିଯିବ ।

- Advertisement -

ଏହି ପ୍ଲାନ୍‌ରେ ଉପଭୋକ୍ତାଙ୍କୁ ୨୮ ଦିନର ସମୟସୀମା ମିଳିଯିବ । ଅସୀମିତ କଲିଙ୍ଗ୍‌ ସହ ଏଥିରେ ଲୋକାଲ୍‌ ଓ ଏସଟିଡି କଲିଙ୍ଗ୍‌ ମଧ୍ୟ ସାମିଲ ରହିଛି ।

ଉପଭୋକ୍ତାଙ୍କୁ ୩୦୦ ଏସଏମଏସ ସହ ୨ ଜିବି ଡାଟା ମଧ୍ୟ ମିଳିବ । ଏଥିରେ ଜିଓ ଟିଭି, ଜିଓ କ୍ଲାଉଡ୍‌ର ମଧ୍ୟ ସବୁିଧା ମିଳିବ । ମାଇଁ ଜିଓ ଆପ୍‌ରେ ଏହି ପ୍ଲାନ୍‌ ପାଇଯିବେ ।

୧୮ ମାସ ପରେ କେତୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଖାଲି ମିଳିବ ଖୁସି, ବଢିବ ଦରମା, କିଣିବେ ଘର, ଗାଡି..

ଭୋଜି ଖାଇବୁ ମାନେ ଖାଇବୁ.. ଦେଖନ୍ତୁ ଭିଡିଓ; ବିବାହ ଭୋଜି ବେଳେ ହଠାତ୍‌ ବର୍ଷା ହେବା ପରେ ଲୋକେ କଲେ ଏମିତି..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories