୧୮ ମାସ ପରେ କେତୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଖାଲି ମିଳିବ ଖୁସି, ବଢିବ ଦରମା, କିଣିବେ ଘର, ଗାଡି..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୮ ମେ’ ୨୦୨୫ ସନ୍ଧ୍ୟାରେ କେତୁ ସିଂହ ରାଶିରେ ପ୍ରବେଶ କରିବେ । କେତୁ ସିଂହ ରାଶିରେ ଚଳନ କରିବା ଦ୍ୱାରା କିଛି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଏହା କୌଣସି ବରଦାନରୁ କମ୍‌ ନୁହେଁ । ରାହୁ-କେତୁ ଉଭୟ ୧୮ ମାସ ପରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ବର୍ତ୍ତମାନ କେତୁ ବୁଧଙ୍କ ରାଶି କନ୍ୟା ରାଶିରେ ବିରାଜମାନ ରହିଛନ୍ତି । ରାହୁ ଓ … Continue reading ୧୮ ମାସ ପରେ କେତୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଖାଲି ମିଳିବ ଖୁସି, ବଢିବ ଦରମା, କିଣିବେ ଘର, ଗାଡି..