www.samajalive.in
Saturday, December 6, 2025
16.1 C
Bhubaneswar

ଭୋଜି ଖାଇବୁ ମାନେ ଖାଇବୁ.. ଦେଖନ୍ତୁ ଭିଡିଓ; ବିବାହ ଭୋଜି ବେଳେ ହଠାତ୍‌ ବର୍ଷା ହେବା ପରେ ଲୋକେ କଲେ ଏମିତି..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହା ସଭିଁଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ବିବାହ ଓ ଭୋଜିର ଅନେକ ଭିଡିଓ ଭାଇରାଲ୍‌ ହେଉଛି । ଯାହା ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ନିଜ ହସକୁ ଲୋକେ ଅଟକାଇ ପାରୁ ନାହାଁନ୍ତି । ଭିଡିଓ ଦେଖିବା ପରେ ଲୋକେ ଅନେକ ମଜାଳିଆ କମେଣ୍ଟ ଦେଇଛନ୍ତି। ଭିଡିଓଟି ରାଜସ୍ଥାନର ଅଜମେର ସହରର ବୋଲି କୁହାଯାଉଛି । ଭିଡିଓରେ ଦେଖିପାରିବେ, ଏକ ବିବାହ ଉତ୍ସବର ଆୟୋଜନ ହୋଇଛି। ଭୋଜି ପାଇଁ ଟେଣ୍ଟ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।


ମାତ୍ର ସେହି ସମୟରେ ଖୁବ୍‌ ଜୋର୍‌ରେ ବର୍ଷା, ପବନ ହେଉଛି । ବର୍ଷା,ପବନ ସମୟରେ ଲୋକେ ସାଧାରଣତଃ ସୁରକ୍ଷା ସ୍ଥାନ ଖୋଜି ସେଠାକୁ ଯିବାକୁ ଚେଷ୍ଟା କରନ୍ତି । ମାତ୍ର ଏହି ଭିଡିଓରେ ସମ୍ପୂର୍ଣ୍ଣ ଓଲଟା ହିଁ ଦେଖିବାକୁ ମିଳୁଛି । ବିବାହକୁ ଆସିଥିବା ଅତିଥିମାନେ ବର୍ଷା, ପବନ ଦେଖି ସେଠାରେ ଥିବା ଟେବୁଲ, ଚ୍ୟାୟାର ତଳେ ବସି ଭୋଜି ଖାଉଥିବା ଦେଖାଯାଉଛି । ବର୍ଷା ହେଉଛି, ମାତ୍ର ଲୋକେ ଖାଦ୍ୟର ମଜା ନେଉଛନ୍ତି ।
ଭିଡିଓରେ ଶିଶୁ, ମହିଳା, ବୟସ୍କ ଓ ଯୁବାଙ୍କୁ ମଧ୍ୟ ଦେଖିପାରିବେ । କିଛି ମହିଳା ବର୍ଷାରେ ଓଦା ହୋଇ ଭୋଜିର ଆନନ୍ଦ ନେଉଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟକର ହେଉଛି, ଲୋକଙ୍କୁ ବର୍ଷାରେ ଖାଦ୍ୟ ପରଷା ମଧ୍ୟ ଯାଉଛି । ଲୋକେ ଆରାମରେ ଖାଉଛନ୍ତି । ଭିଡିଓକୁ ଲକ୍ଷ ଲକ୍ଷ ଲୋକେ ଦେଖିବା ସହ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି ।

୧୮ ମାସ ପରେ କେତୁ ଚଳନ : ଏହି ରାଶି ହେବେ ମାଲାମାଲ୍‌, ଖାଲି ମିଳିବ ଖୁସି, ବଢିବ ଦରମା, କିଣିବେ ଘର, ଗାଡି..

- Advertisement -

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories