www.samajalive.in
Sunday, December 14, 2025
15.1 C
Bhubaneswar

ଅପରେସନ ସିନ୍ଦୂର : ଆପତ୍ତିଜନକ ସୋସିଆଲ ମିଡିଆ ଷ୍ଟାଟସ୍ ପାଇଁ ମହିଳା ଗିରଫ; ଭାରତ ବିରୋଧୀ ପୋଷ୍ଟ ପାଇଁ ଛାତ୍ର ଗିରଫ

ମୁମ୍ବାଇ: ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଆରମ୍ଭ ହୋଇଥିବା ‘ଅପରେସନ୍ ସିନ୍ଦୂର’ ଉପରେ ଆପତ୍ତିଜନକ ସୋସିଆଲ ମିଡିଆ ଷ୍ଟାଟସ୍ ପାଇଁ ମୁମ୍ବାଇର ମାଲୱାନିର ଜଣେ ୪୦ ବର୍ଷୀୟା ବିଉଟିସିଆନଙ୍କୁ ଗିରଫ କରାଯାଇଛି ​ବୋଲି ପୁଲିସ ରବିବାର କହିଛି।

ଅନ୍ୟ ଏକ ମାମଲାରେ ସାମରିକ ଆକ୍ରମଣ ସମ୍ପର୍କରେ ଭାରତ ବିରୋଧୀ ମନ୍ତବ୍ୟ ପୋଷ୍ଟ କରିବା ଅଭିଯୋଗରେ କୁର୍ଲା ଅଞ୍ଚଳର ଜଣେ ୨୦ ବର୍ଷୀୟା ଛାତ୍ରଙ୍କୁ ପୁଲିସ  ଗିରଫ କରିଛି।

- Advertisement -

ପ୍ରଥମ ମାମଲାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ଅଧୀନରେ ଏକ ଏଫଆଇଆର ପଞ୍ଜିକୃତ କରାଯାଇଥିଲା ଏବଂ ତଦନ୍ତରେ ଯୋଗଦେବା ପାଇଁ ଏକ ବ୍ୟୁଟି ପାର୍ଲର ଚଳାଉଥିବା ମହିଳାଙ୍କୁ ନୋଟିସ୍ ଦିଆଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories