www.samajalive.in
Sunday, December 14, 2025
26.1 C
Bhubaneswar

ଅପରାହ୍ଣ ୪ଟା ମୁଖ୍ୟ ଖବର

ଆତଙ୍କିତ ନହେବାକୁ IOCL ପକ୍ଷରୁ ପରାମର୍ଶ, ଦେଶରେ ତେଲ ପ୍ରଚୁର ପରିମାଣରେ ମହଜୁଦ ରହିଛି ଲୋକମାନେ ଆତଙ୍କିତ ନହେବାକୁ ଆଇଓସିଏଲ୍‍ ପକ୍ଷରୁ ପରାମର୍ଶ ଦିଆଯାଇଛି, ଦେଶସାରା ଇଣ୍ଡିଆନ ଅଏଲର ପ୍ରଚୁର ଇନ୍ଧନ ମହଜୁଦ୍‌ ଅଛି’..

ବନ୍ଦ ହେଲା ଆଇପିଏଲ, ଭାରତ-ପାକ୍‌ ମଧ୍ୟରେ ଉତ୍ତେଜନା ସ୍ଥିତିକୁ ଦୃଷ୍ଟିରେ ରଖି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ବାକି ଥିବା ମ୍ୟାଚ୍‌ ମଧ୍ୟରେ ଏହାକୁ ସ୍ଥଗିତ ରଖାଯାଇଛି, ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ)ର ବୈଠକ ପରେ ନିଷ୍ପତ୍ତି..

- Advertisement -

ସମ୍ବଲପୁର: ହୀରାକୁଦରେ ବଢିଲା ସୁରକ୍ଷା ବ୍ୟବସ୍ଥା, ଆଜିଠାରୁ ପର୍ଯ୍ୟଟକଙ୍କୁ ହୀରାକୁଦ ଡ୍ୟାମ୍‍ ବୁଲିବା ମନା..

ସବୁ ଏଟିଏମ୍‌ ସହ ଡିଜିଟାଲ ସେବା ସ୍ୱାଭାବିକ ଚାଲୁଛି, କୌଣସି ଗୁଜବକୁ ବିଶ୍ୱାସ ନକରିବାକୁ ଏସବିଆଇର ପରାମର୍ଶ..

ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନରେ ଉଚ୍ଚସ୍ତରୀୟ ବୈଠକ, ବୈଠକରେ ଏନଏସଏ ଅଜିତ ଡୋଭାଲ ଓ ଗୁଇନ୍ଦା ମୁଖ୍ୟ ଉପସ୍ଥିତ, ବିଏସଏଫ ଓ ସିଆଇଏସଏଫ ଡିଜି ମଧ୍ୟ ବୈଠକରେ ଉପସ୍ଥିତ ସୀମା ସ୍ଥିତି ଓ ବିମାନବନ୍ଦର ସୁରକ୍ଷା ନେଇ ହୋଇଛି ଆଲୋଚନା..

‘ଅପରେସନ୍‌ ସିନ୍ଦୂର’ ; କେନ୍ଦ୍ରସରକାରଙ୍କ ନେତୃତ୍ୱ ଓ ସଶସ୍ତ୍ରବାହିନୀର କାର୍ଯ୍ୟାନୁଷ୍ଠାନକୁ ଆରଏସଏସର ପ୍ରଶଂସା..

ଭାରତ-ପାକ୍‌ ଉତ୍ତେଜନାକୁ ଦୃଷ୍ଟିରେ ରଖି ବଢିଲା ପାରାଦୀପ ବନ୍ଦର ସୁରକ୍ଷା,ପାରାଦୀପ ବନ୍ଦର ସୁରକ୍ଷା ସ୍ତର ୨କୁ ବୃଦ୍ଧି କରାଗଲା, ସୁରକ୍ଷା ସ୍ତର ବୃଦ୍ଧି ସହ ସମସ୍ତ ଜାହାଜ ଉପରେ ରଖାଯାଇଛି କଡା ନଜର..

ଚାଟାର୍ଡ ଆକାଉଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ
ଦେଶରେ ଉତ୍ତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥଗିତ
ଅବଶିଷ୍ଟ ପରୀକ୍ଷା ସ୍ଥଗିତ ନେଇ ଆଇସିଏଆଇ ପକ୍ଷରୁ ସୂଚନା

୧୨ ବର୍ଷ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶି ଚୁଟ୍‌କିରେ ହେବେ ଧନୀ, ବଢିବ ଦରମା, ହେବେ ଭାଗ୍ୟଶାଳୀ..

ପ୍ରଚୁର ଔଷଧ ମହଜୁଦ୍‌ ରଖ- କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories