୧୨ ବର୍ଷ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶି ଚୁଟ୍‌କିରେ ହେବେ ଧନୀ, ବଢିବ ଦରମା, ହେବେ ଭାଗ୍ୟଶାଳୀ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରି ଥାନ୍ତି । ନବଗ୍ରହଙ୍କ ରାଶି ପରିବର୍ତ୍ତନ ଫଳରେ ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ । ବୃହସ୍ପତି ଓ ଶୁକ୍ର ଉଭୟ ଶକ୍ତିଶାଳୀ ଗ୍ରହ। ବୃହସ୍ପତିଙ୍କୁ ଦେବତାଙ୍କ ଗୁରୁ ବୋଲି କୁହାଯାଏ। ଗୋଟିଏ ରାଶିରେ ପ୍ରାୟ ୧ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି। … Continue reading ୧୨ ବର୍ଷ ପରେ ଶକ୍ତିଶାଳୀ ରାଜଯୋଗ ; ଏହି ରାଶି ଚୁଟ୍‌କିରେ ହେବେ ଧନୀ, ବଢିବ ଦରମା, ହେବେ ଭାଗ୍ୟଶାଳୀ..