www.samajalive.in
Sunday, December 14, 2025
26.1 C
Bhubaneswar

ଏଏମଏନଏସ କମ୍ପାନୀ ଆଗରେ ଶ୍ରମିକଙ୍କ ଧାରଣା, ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଦରମା ବୃଦ୍ଧି ଦାବି

ପାରାଦୀପ: ଆର୍ସେଲର ମିତ୍ତଲ ନିପ୍ପନ୍‌‌ ଷ୍ଟିଲ ଇଣ୍ଡିଆ(ଏଏମଏନଏସ) କମ୍ପାନୀ ଆଗରେ ଠିକା ଶ୍ରମିକ ଧାରଣା ଦେଇଛନ୍ତି। ଛଟେଇ ନିଷ୍ପତ୍ତି ପ୍ରତ୍ୟାହାର ଏବଂ ଦରମା ବୃଦ୍ଧି ଦାବିରେ ଶତାଧିକ ଶ୍ରମିକ ଧାରଣାରେ ବସିଛନ୍ତି। ଧାରଣାରେ ୭୦୦ରୁ ଅଧିକ ଠିକା ଶ୍ରମିକ ସାମିଲ ହୋଇଛନ୍ତି। ଏଏମଏନଏସ ବରିଷ୍ଠ ଅଧିକାରୀ ଧାରଣାସ୍ଥଳକୁ ଯାଇ ଠିକା ଶ୍ରମିକଙ୍କୁ ବୁଝାସୁଝା ଉଦ୍ୟମ ଜାରି ରଖିଛନ୍ତି। ଅଘଟଣ ଏଡାଇବାକୁ ପୁଲିସ ମୁତୟନ ହୋଇଥିବା ସୂଚନା ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories