www.samajalive.in
Saturday, December 6, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ; ଗଛ ଉପରେ ହୋଇଛି କାର୍‌ ପାର୍କିଂ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଅନେକ ଭିଡିଓ ଆଶ୍ଚର୍ଯ୍ୟ ଚକିତ କରିବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଏଭଳି ହିଁ ଏକ ଭିଡିଓ ଭାଇରାଲ୍‌ ହେଉଛି । ଭିଡିଓରେ କାର୍‌ଟି ଏପରି ଏକ ସ୍ଥାନରେ ପାର୍କିଂ ହୋଇଛି, ଯାହାର କେହି କେବେ କଳ୍ପନା ମଧ୍ୟ କରି ନଥିବେ ।
ଗଛ ଉପରେ ଲଟକି ରହିଥିବା ଏକ କାର୍‌ ଦେଖି ଅନେକଙ୍କ ମନରେ ଆସିଥିବ ଏହା ହୁଏତ ଏଆଇ କିମ୍ବା ଏଡିଟ୍‌ କରାଯାଇଛି । ମାତ୍ର ଆଦୌ ଏପରି ନୁହେଁ । ତେବେ ଏହା କେମିତି ସମ୍ଭବ ବୋଲି ଅନେକ ଲୋକେ ଭିଡିଓ ଦେଖିବା ପରେ ନିଜ ନିଜ ମତ ଦେଇଛନ୍ତି ।

- Advertisement -

ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଦେଖିପାରିବେ, ଏକ ଗଛ ଉପରେ କାର୍‌ଟି ଲଟକି ରହିଛି । ଏହି ଦୃଶ୍ୟଟିକୁ ଦେଖିବାକୁ ଆଖପାଖର ଲୋକେ ମଧ୍ୟ ଏକାଠି ହୋଇ ଦେଖୁଥିବା ନଜର ଆସୁଛି । ଭିଡିଓକୁ ଏଯାଏଁ ଲକ୍ଷ ଲକ୍ଷ ଲୋକେ ଦେଖିସାରିଲେଣି । ତେବେ ଏହା ଦୁର୍ଘଟଣା କି କେହି ଜାଣିଶୁଣି ଏପରି କାର୍ଯ୍ୟ କରିଛି, ସେନେଇ କୌଣସି ସ୍ପଷ୍ଟତା ମିଳି ନାହିଁ ।

ଆଉ ଅଳ୍ପ ଦିନ.. ଶନିଙ୍କ ଓଲଟା ଚଳନ ସହ ବୃହସ୍ପତି ଚଳନ; ଏହି ରାଶି କିଣିବେ ନୂଆ ଘର,ଭୂମି, ବଢିବ ଦରମା, ହେବେ ଧନୀ..

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories