www.samajalive.in
Saturday, December 13, 2025
26.1 C
Bhubaneswar

ଦିନ ୧ଟା ମୁଖ୍ୟ ଖବର

ମହାପ୍ରଭୁଙ୍କର ପଇତାଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ..

ପୁରୀ ଡେଲାଙ୍ଗର ନିଖୋଜ ନାବାଳକର ମିଳିଲା ମୃତଦେହ, ଘର ପାଖ ପାଇଖାନା ଟାଙ୍କିରୁ ମୃତଦେହ ଉଦ୍ଧାର, ଗତ ୭ଦିନ ଧରି ନିଖୋଜ ଥିଲା ରତନପୁର ଗାଁର ଆଶୀର୍ବାଦ, ପୂର୍ବ ଶତ୍ରୁତାର ଏପରି କାଣ୍ଡ ସୂଚନା

- Advertisement -

ଢେଙ୍କାନାଳ: ଗୁଳି ମାରିବା ପରେ ଗୋଡ଼େଇ ଗୋଡ଼େଇ ପଥରରେ ଛେଚି ହତ୍ୟା, ବିଳମ୍ବିତ ରାତିରେ ଢେଙ୍କାନାଳ କାରିଗର ସାହିରେ ହତ୍ୟାକାଣ୍ଡ, ମହେଶ୍ୱର ବେହେରା ଓରଫ ଟିଟନଙ୍କୁ ବିଭତ୍ସ ହତ୍ୟା..

ଟିଟିଲାଗଡ଼଼: ସଇଁନ୍ତଳା ଥାନା ସାଆନ୍ତଉପେର ଗାଁରେ ଅଭାବନୀୟ ଘଟଣା, ୪ଜଣ ସାଙ୍ଗ ହୋଇ ଗାଧୋଇବାବେଳେ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା..

ବୃହସ୍ପତି ଚଳନ : ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ବିବାହ, କାହାର ରହିବନି ଚିନ୍ତା

ମାଲକାନଗିରି: ଗର୍ଭପାତ ନ କରିବାରୁ ପଥରରେ ଛେଚି ହତ୍ୟା କରିଥିଲା ପ୍ରେମିକ, ଘଟଣାର ପର୍ଦ୍ଦାଫାଶ କଲା ମାଲକାନଗିରି ଥାନା ପୁଲିସ..

କାନାଡ଼ାର ବ୍ରିଟିଶ କଲମ୍ବିଆରେ ହିନ୍ଦୁ ମନ୍ଦିରକୁ ବିଦ୍ରୂପ କଲେ ଖଲିସ୍ତାନୀ ସମର୍ଥକ, ସଂସଦରେ ଦୃଢ଼ ନିନ୍ଦା କଲେ ଭାରତୀୟ ବଂଶୋଦ୍ଭବ ସାଂସଦ ଚନ୍ଦ୍ର ଆର୍ଯ୍ୟ..

ଝାଡ଼ଖଣ୍ଡ: ବୋକୋରୋ ଜିଲାରେ ବଡ଼ ଧରଣର ଏନକାଉଣ୍ଟର, ଯବାନଙ୍କ ଗୁଳିରେ ଟଳିଳେ ୬ ମାଓବାଦୀ, କଲପାନିଆ ଅଞ୍ଚଳ ଲୁଗୁ ପାହାଡ଼ରେ ମାଓବାଦୀ-ଯବାନ ମୁହାଁମୁହିଁ, ଏସଏଲଆର, ୨ଟି ଇନସାସ ରାଇଫଲ ସହ ପିସ୍ତଲ ଜବତ..

ପୋଲସରା: ଯୁବକଙ୍କୁ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ, ଘଟଣାସ୍ଥଳରେ ପହଞ୍ଚି କବିସୂର୍ଯ୍ୟନଗର ପୁଲିସର ତଦନ୍ତ ଆରମ୍ଭ..

ଆଜି ଗୁଜରାଟ ଟାଇଟାନ୍ସ ଓ କଲକାତା ନାଇଟ୍‌ ରାଇଡର୍ସ ଟକ୍କର..

୪ ଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ, ସାଥୀରେ ଅଛନ୍ତି ପତ୍ନୀ ଉଷା ଭାନ୍ସ ଏବଂ ୩ସନ୍ତାନ, ବିମାନବନ୍ଦରରେ ସ୍ଵାଗତ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ..

ପୁରୀ ଶ୍ରୀମନ୍ଦିର ଭିତରେ ରକ୍ତ ଛିଟା , ମହାପ୍ରଭୁଙ୍କ ହେଲା ବଡ ମହାସ୍ନାନ..

ବିସିସିଆଇ ପକ୍ଷରୁ ବାର୍ଷିକ ଚୁକ୍ତି ତାଲିକା, ପ୍ରତ୍ୟାବର୍ତ୍ତନ କଲେ ଇଶାନ କିସନ ଓ ଶ୍ରେୟସ ଆୟାର, ରୁଷଭ ପନ୍ତଙ୍କୁ ‘ଏ’ କାଟାଗୋରିରେ ସାମିଲ..

ହାସ୍ୟ ଅଭିନେତା ଅଜୟ ନାୟକଙ୍କ ପରଲୋକ..

ଉପରମୁହାଁ ପାରଦ : ସାଢେ ୧୧ରେ ୪୧ ଡିଗ୍ରୀ ପାରଦ..

ଦେଖନ୍ତୁ ଭିଡିଓ ; ନଦୀ ମଝିରେ ସେଲ୍‌ଫି ନେଉଥିଲେ ଯୁବକ, ଆଉ ତା’ପରେ..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories