ବୃହସ୍ପତି ଚଳନ : ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ବିବାହ, କାହାର ରହିବନି ଚିନ୍ତା

ଗୁରୁ ଗ୍ରହ ବୃହସ୍ପତିଙ୍କ ଚଳନ ଜାତକରେ ଅନେକ ପ୍ରଭାବ ପକାଇଥାଏ । ଗୁରୁଙ୍କୁ ଧନ, ପୂଜା, ଜ୍ଞାନ, ଧର୍ମ ଓ ବିବାହର କାରକ ବୋଲି କୁହାଯାଏ । ଜାଣନ୍ତୁ ଗୁରୁଙ୍କ ଚଳନ ଫଳରେ କେଉଁ କେଉଁ ରାଶି ବିଶେଷ ଭାଗ୍ୟବାନ୍‌ ହେବେ.. ଚଳିତ ବର୍ଷ ଗୁରୁ ଗ୍ରହ ୧୪ ମେ’ ୨୦୨୫ରେ ରାତି ପ୍ରାୟ ୧୧ଟା ୨୦ରେ ଚଳନ କରିବେ । ମିଥୁନ ରାଶିରେ ଚଳନ କରିବେ । ଫଳରେ ସମସ୍ତ ରାଶି ଉପରେ ଏହାର ପ୍ରଭାବ … Continue reading ବୃହସ୍ପତି ଚଳନ : ଏହି ରାଶି ହେବେ ମାଲାମାଲ୍‌, ଜାଣନ୍ତୁ କାହାର ହେବ ବିବାହ, କାହାର ରହିବନି ଚିନ୍ତା