www.samajalive.in
Thursday, December 11, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ ; ହ୍ରଦ ମଝିରେ ହଠାତ୍‌ ଓଲଟିଗଲା ପର୍ଯ୍ୟଟକ ଡଙ୍ଗା, ଆଉ ତା’ପରେ..

ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀରର ପ୍ରସିଦ୍ଧ ଡାଲ୍‌ ହ୍ରଦରେ ବୁଧବାର ଏକ ଅଘଟଣ ଘଟିଛି । ହ୍ରଦରେ ଏକ ଡଙ୍ଗାରେ ଗୋଟିଏ ପରିବାରର ୪ ଜଣ ଯାଉଥିବା ବେଳେ ହଠାତ୍‌ ଏହା ଓଲଟି ପଡିଥିଲା । ଫଳରେ ପରିବାରର ୪ ସଦସ୍ୟ ପାଣି ଭିତରକୁ ଖସି ପଡିଥିଲେ ।

- Advertisement -

ସୌଭାଗ୍ୟବଶତଃ ସ୍ଥାନୀୟ ଏନଡିଆରଏଫ ଓ ଅନ୍ୟ ଉଦ୍ଧାରକାରୀ ଦଳ ତତ୍ପରତା ଦେଖାଇବା ସହ ସଭିଁଙ୍କୁ ଉଦ୍ଧାର କରିଥିଲେ । କେହି ମଧ୍ୟ ଗୁରୁତର ଆହତ ହୋଇନଥିବା ଜଣାପଡିଛି ।
କାଶ୍ମୀରର ଗହଣା କୁହାଯାଉଥିବା ଏହି ହ୍ରଦର ଚାରିପଟେ ସୁନ୍ଦର ପାହାଡ ଘେରି ହୋଇ ରହିଛି । ଏହାର ଜଳ ଶାନ୍ତ ଓ ସ୍ୱଚ୍ଛ । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ଆର୍ଷଷଣ ପାଲଟିଥାଏ ।

୮୨ ବର୍ଷ ପରେ ଅକ୍ଷୟ ତୃତୀୟାରେ ଗ୍ରହଙ୍କ ଶୁଭ ସଂଯୋଗ: ଏହି ରାଶି କିଣିବେ ନୂଆ ଘର,ଗାଡି ହେବେ ମାଲାମାଲ୍‌, ରହିବନି ଚିନ୍ତା

ଆହୁରି ୨ ଦିନ ଲାଗି ରହିବ କାଳବୈଶାଖୀ; ଏହି ଜିଲାକୁ ସତର୍କ ସୂଚନା ଜାରି

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories