ଆହୁରି ୨ ଦିନ ଲାଗି ରହିବ କାଳବୈଶାଖୀ; ଏହି ଜିଲାକୁ ସତର୍କ ସୂଚନା ଜାରି
ଭୁବନେଶ୍ୱର : ରାଜ୍ୟରେ ଅନେକ ସ୍ଥାନ ସହ ଟ୍ୱିନ୍ସିଟିର ବିଭିନ୍ନ ସ୍ଥାନରେ ହୋଇଛି କାଳବୈଶାଖୀ ବର୍ଷା । ପ୍ରବଳ ବର୍ଷାରେ ଭିଜିଲା ଭୁବନେଶ୍ୱର-କଟକ । କଳାହାଣ୍ଡିଆ ମେଘ, ବିଜୁଳି ଘଡଘଡି ସହ ପ୍ରାୟ ୪୦ ରୁ ୫୦ କିମି ବେଗରେ ପବନ ବହିଛି । କାଳବୈଶାଖୀ ବର୍ଷା ନେଇ ୩ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଜିଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । … Continue reading ଆହୁରି ୨ ଦିନ ଲାଗି ରହିବ କାଳବୈଶାଖୀ; ଏହି ଜିଲାକୁ ସତର୍କ ସୂଚନା ଜାରି
Copy and paste this URL into your WordPress site to embed
Copy and paste this code into your site to embed