www.samajalive.in
Friday, December 12, 2025
15.1 C
Bhubaneswar

ବାଲେଶ୍ବରରେ ଡବଲ ମର୍ଡର; ଆତ୍ମସର୍ମପଣ କଲେ ଅଭିଯୁକ୍ତ

ବାଲେଶ୍ବର : ରାଣୀପାଟଣା ବ୍ୟାଙ୍କ କଲୋନୀରେ ଡବଲ ମର୍ଡର ହୋଇଛି। ଘର ଭିତରୁ ଜଣେ ମହିଳାଙ୍କ ସମେତ ଜଣେ ପୁରୁଷଙ୍କ ରକ୍ତାକ୍ତ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ମହିଳାଙ୍କ ନାମ ହେଉଛି ଲକ୍ଷ୍ମୀପ୍ରିୟା ସାହୁ। ମୃତ ଯୁବକ ହେଉଛନ୍ତି ରେମୁଣା ଥାନା ଅନ୍ତର୍ଗତ ବାଲିପାଳର ପ୍ରଦୀପ କୁମାର ଦେ। ଉଭୟଙ୍କୁ ମୃତ ମହିଳାଙ୍କ ସ୍ବାମୀ କୈଳାସ ସାହୁ ସୋମବାର ବିଳମ୍ବିତ ରାତିରେ ହତ୍ୟା କରିଥିଲେ। ମଙ୍ଗଳବାର ୧୧ଟା ସମୟରେ କୈଳାସ ଥାନାରେ ପହଞ୍ଚି ଆତ୍ମସମର୍ପଣ କରି ସମସ୍ତ ଘଟଣା ଜଣାଇଥିଲେ। ପୁଲିସ ଅଭିଯୁକ୍ତ କୈଳାସକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ ଟିମ ଘଟଣାସ୍ଥଳ​‌ରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ପରକୀୟ ପ୍ରୀତି ଯୋଗୁଁ ଏହି ହତ୍ୟାକାଣ୍ଡ କରାଯାଇଥିବା ଆଲୋଚନା କରାଯାଉଛି। ମୃତ ଯୁବକଙ୍କ ବାଇକ ମହିଳାଙ୍କ ଘରୁ ମିଳିଥିବା ଜଣାପଡିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories