www.samajalive.in
Sunday, December 14, 2025
26.1 C
Bhubaneswar

ମାତ୍ର ୧୩ ଟଙ୍କା.. ବିଏସଏନଏଲର ଜବରଦସ୍ତ ପ୍ଲାନ୍‌ ,ମାସକୁ ୭୦ ଜିବି ଡାଟା ସହ ମିଳିବ ଅନେକ ସୁବିଧା

ନୂଆଦିଲ୍ଲୀ : ନିକଟରେ ବିଭିନ୍ନ ଟେଲିକମ୍‌ କମ୍ପାନୀ ନିଜର ରିଚାର୍ଜ ପ୍ଲାନ୍‌ର ଦାମ୍‌ରେ ପରିବର୍ତ୍ତନ ସହ କିଛି କିଛି ନୂଆ ପ୍ଲାନ୍‌ ମଧ୍ୟ ଲଞ୍ଚ କରିଛନ୍ତି । ସେହିପରି ବିଏସଏନଏଲ୍‌ ମଧ୍ୟ ଅନେକ ରିଚାର୍ଜ ପ୍ଲାନ୍‌ ଆଣିଛି । ଫଳରେ ଗ୍ରାହକଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଉତ୍ତମ ସୁବିଧା ଓ ବିଭିନ୍ନ ବିକଳ୍ପକୁ ନଜରରେ ରଖି ଉପଭୋକ୍ତାମାନେ ବିଏସଏନଏଲ୍‌କୁ ପସନ୍ଦ କରୁଥିବା ଦେଖାଯାଉଛି । ନିକଟରେ ବିଏସଏନଏଲ ଗ୍ରାହକଙ୍କୁ ଖୁସି କରିବା ପାଇଁ ଅନେକ ରିଚାର୍ଜ ପ୍ଲାନ୍‌ ଆଣିଛି ।

ଆଉ ୪ ଦିନ ପରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍‌, ହେବ ବିବାହ..

- Advertisement -

ବିଏସଏନଏଲ ଦୀର୍ଘ ସମୟରୁ ନିଜର ଶସ୍ତା ଓ ଅଧିକ ସମୟସୀମା ପ୍ଲାନ୍‌ ପାଇଁ ବେଶ ଜଣାଶୁଣା ।
ବିଏସଏନଏଲ ନିକଟରେ ୭୦ ଦିନ, ୪୫ଦିନ, ୧୫୦ ଦିନ,୧୬୦ ଦିନ, ୧୮୦ ଦିନ, ୩୬୫ ଓ ୪୨୫ ଦିନ ପାଇଁ ମଧ୍ୟ ରିଚାର୍ଜ ପ୍ଲାନ୍‌ ରହିଛି । ନିକଟରେ କମ୍ପାନୀ ଏକ ନୂଆ ପ୍ଲାନ୍‌ ଲଞ୍ଚ କରିଛି ଯାହା କମ୍‌ ଦାମ୍‌ରେ ହାଇ-ସ୍ପିଡ୍‌ ଡାଟା ଦେଇଥାଏ ।

ବଡ ଝଟକା ; ପୁଣି ବଢିଲା ସୁନା ଦାମ୍‌

ବିଏସଏନଏଲ ନିଜର ପୋଷ୍ଟପେଡ୍‌ ଗ୍ରାହକଙ୍କ ପାଇଁ ଆରମ୍ଭ କରିଛି ୩୯୯ ଟଙ୍କାର ପ୍ଲାନ୍‌ । ଏଥିରେ ମାସକୁ ୭୦ ଜିବି ଡାଟା ପ୍ରଦାନ କରାଯାଉଛି । ଏହାସହ ଡାଟା ରୋଲଓଭରର ମଧ୍ୟ ସୁବିଧା ରହିଛି । ଯେଉଁଥିରେ ୨୧୦ ଜିବି ପର୍ଯ୍ୟନ୍ତ ଡାଟା ଆସନ୍ତା ମାସ ପାଇଁ ରଖି ପାରିବେ । ଏହି ପ୍ଲାନ୍‌ରେ ମାଗଣା କଲିଙ୍ଗ୍‌ ସହ ଅତିରିକ୍ତ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି । ଏହି ପ୍ଲାନ୍‌ ଖାସ୍‌ ହେବାର କାରଣ ଦିନକୁ ମାତ୍ର ୧୩ ଟଙ୍କାରେ ସମସ୍ତ ପ୍ରକାର ସୁବିଧା ମିଳିପାରୁଛି ।

ଦେଖନ୍ତୁ ଭିଡିଓ; ଚଳନ୍ତା ଟ୍ରେନ୍‌ରୁ ଚୋରି କରୁଥିଲେ ମୋବାଇଲ୍‌, ଖାଇଲେ ନିସ୍ତୁକ ମାଡ

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories