ବଡ ଝଟକା ; ପୁଣି ବଢିଲା ସୁନା ଦାମ୍
ଭୁବନେଶ୍ୱର : ପୁଣି ବଢିଲା ସୁନା ଦାମ୍ । ହୁ ହୁ ହୋଇ ବଢି ଚାଲିଛି ଦାମ୍ । ଗ୍ରାହକଙ୍କୁ ମିଳୁଛି ଝଟକା ପରେ ଝଟକା । ଏପ୍ରିଲ ୧୧ ଅର୍ଥାତ୍ ଶୁକ୍ରବାର ସୁନା ଦରରେ ବୃଦ୍ଧି ହୋଇଛି । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୫,୪୦୦ରେ ପହଞ୍ଚିଛି । ଗତକାଲି ଏହା ୯୩,୩୮୦ ଟଙ୍କା ଥିଲା । ଏଥିରେ ୨,୦୨୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍ ସୁନା ଦାମ୍ … Continue reading ବଡ ଝଟକା ; ପୁଣି ବଢିଲା ସୁନା ଦାମ୍
Copy and paste this URL into your WordPress site to embed
Copy and paste this code into your site to embed