ଆଉ ୪ ଦିନ ପରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍, ହେବ ବିବାହ..
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଙ୍କ ଚଳନ ଫଳରେ ବିଶେଷ ଯୋଗ ସୃଷ୍ଟି ହୋଇଥାଏ । ୨ କିମ୍ବା ୨ରୁ ଅଧିକ ଗ୍ରହ ଏକାଠି ହୁଅନ୍ତି, ତେବେ ତ୍ରିଗ୍ରହୀ ଓ ଚର୍ତୁଗ୍ରହୀ କିମ୍ବା ପଞ୍ଚଗ୍ରହୀ ଯୋଗ ହୋଇଥାଏ । ଏହି ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଥାଏ । ମୀନ ରାଶିରେ ୧୪ ଏପ୍ରିଲରେ ବୁଧ, ଶୁକ୍ର, ଶନି ଓ ରାହୁ ଏକାଠି ହେବେ । ଫଳରେ ଚର୍ତୁଗ୍ରହୀ ଯୋଗ ସୃଷ୍ଟି ହେବ । … Continue reading ଆଉ ୪ ଦିନ ପରେ ଦୁର୍ଲ୍ଲଭ ସଂଯୋଗ ; ଏହି ରାଶି ହେବେ ମାଲାମାଲ୍, ହେବ ବିବାହ..
Copy and paste this URL into your WordPress site to embed
Copy and paste this code into your site to embed