www.samajalive.in
Friday, December 12, 2025
14.1 C
Bhubaneswar

ମହିଳାଙ୍କୁ ଆକ୍ରମଣ ଘଟଣାରେ ମଦ ବେପାରୀ ଗିରଫ

ପାଟଣା : ଦୁଇଦିନ ତଳେ ଚୋରି ମଦ ବିକ୍ରିକୁ ବିରୋଧ କରୁଥିବା ମହିଳାଙ୍କ ମଧ୍ୟରୁ ସୁକାନ୍ତି ପାତ୍ର ନାମ୍ନୀ ଜଣେ ମହିଳାଙ୍କ ମୁଣ୍ଡକୁ ବୋତଲ ମାଡ଼ କରି ଫଟାଇ ଥିବା ଚୋରି ମଦ ବେପାରୀ ଯଦୁମଣି ମହାନ୍ତ(୪୬)ଙ୍କୁ ଆଜି ପାଟଣା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଯଦୁମଣିଙ୍କ ଘର ଉଦୟପୁର କୁକୁଡ଼ିଆପଶି ସାହିରେ ବୋଲି ଜଣାପଡିଛି । ଗତ ୭ ତାରିଖ ସିଲିପଦା ଗ୍ରାମର ମହିଳା ମାନେ ମଦ ବିକ୍ରିକୁ ବିରୋଧ କରୁଥିବା ସମୟରେ ଯଦୁମଣି ଏକ ବିୟର ବୋତଲରେ ସୁକାନ୍ତିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories