www.samajalive.in
Friday, December 12, 2025
15.1 C
Bhubaneswar

ଲେଉଟିଲେ ୨୫ ଟିକିଆ ହାତୀପଲ 

ଜି ଉଦୟଗିରି : ଉତ୍ତର ଘୁମୁସର ବନଖଣ୍ଡ ମୂଜାଗଡ ବନାଞ୍ଚଳ ଅନ୍ତର୍ଗତ ଦରପଙ୍ଗିଆ ଜଙ୍ଗଲରୁ ଦୀର୍ଘ ତିନି ଦିନ ବ୍ୟବଧାନରେ ପୁଣି ଫୁଲବାଣୀ ବନଖଣ୍ଡର ଜି ଉଦୟଗିରି ବନାଞ୍ଚଳ ଅନ୍ତର୍ଗତ କଳିଙ୍ଗା ସେକ୍ସନର କୁର୍ମୀଙ୍ଗିଆ ଓ ରେଟୁଡ଼ି ଅଞ୍ଚଳରେ ଧାନ ଫସଲ ଓ କଦଳୀବଗିଚା ନଷ୍ଟ କରି ଫେରିଥିବାବେଳେ ପୁଣି ଦୀର୍ଘ ତିନି ଦିନ ବ୍ୟବଧାନରେ ମଙ୍ଗଳବାର ବିଳମ୍ବିତ ରାତିରେ ୨୫ ଟିକିଆ ହାତୀପଲ କଳିଙ୍ଗା ସେକ୍ସନର କୂର୍ମୀଙ୍ଗିଆ ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିବା ସହ ଜିତେନ୍ଦ୍ର ପ୍ରଧାନ, ମଲିନ୍ଦ୍ର ପ୍ରଧାନ ଓ ରାଜେଶ ପ୍ରଧାନ ଙ୍କ ଘର ଭାଙ୍ଗିବା ଜଣାପଡ଼ିଛି। ଉକ୍ତ ୨୫ ଟିକିଆ ହାତୀପଲରେ ଦନ୍ତା, ମାଇ ଓ ଛୁଆ ହାତୀ ଥିବା ନେଇ ଓ ଦରପାଙ୍ଗିଆ ଜଙ୍ଗଲକୁ ଫେରିଯାଇଥିବା ବନ ବିଭାଗ ସୂଚନା ଦେଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories