www.samajalive.in
Tuesday, December 9, 2025
17.1 C
Bhubaneswar

ଦେଖନ୍ତୁ ଭିଡିଓ ; କୂଅକୁ ଖସି ପଡିଲେ ବାଘ,ଘୁଷୁରୀ, ତା’ପରେ..

ଭୋପାଳ : ମଧ୍ୟପ୍ରଦେଶର ସିଓନି ଜିଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ବାଘ ନିଜର ଶିକାର ପଛେ ପଛେ ଆସି ଜଙ୍ଗଲୀ ଘୁଷୁରୀ ସହ କୂଅକୁ ଖସି ପଡିଥିଲା । ଏହି ଘଟଣା ପିପରିଆ ହରଦୁଲୀ ଗାଁରେ ଘଟିଛି । ଗାଁ ଲୋକେ ଘଟଣା ବିଷୟରେ ଜାଣିବା ପରେ ହଇଚଇ ସୃଷ୍ଟି ହେବା ସହ ଭୟଭୀତ ହୋଇ ଯାଇଥିଲେ । ଘଟଣା ବିଷୟରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେବା ସହ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି ।
ଭିଡିଓରେ ଦେଖିପାରିବେ, ବାଘ ଓ ଜଙ୍ଗଲୀ ଘୁଷୁରୀ କୂଅରେ ଫସି ରହିଛନ୍ତି । ସକାଳ ସମୟର ଏହି ଘଟଣା ବୋଲି କୁହାଯାଉଛି । ବନ ବିଭାଗ ପହଞ୍ଚିବା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲା ।


ବନ ବିଭାଗ ଟିମ୍‌ ପ୍ରଥମେ ବାଘକୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ଖଟିଆ ଓ କ୍ରେନ୍‌ ବ୍ୟବହାର କରିଥିଲା । ଅନେକ ଚେଷ୍ଟା କରିବା ପରେ ବାଘକୁ ଉଦ୍ଧାର କରାଯାଇ ଜଙ୍ଗଲରେ ଛଡା ଯାଇଥିଲା । ଏହାପରେ ଘୁଷୁରୀକୁ ମଧ୍ୟ ଉଦ୍ଧାର କରାଯାଇଥିଲା। ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି।

ସୂର୍ଯ୍ୟ ଓ ମଙ୍ଗଳ ଏକାଠି ଯୋଗୁଁ ହେବ ଶକ୍ତିଶାଳୀ ଷଡାଷ୍ଟକ ଯୋଗ ; ଏହି ରାଶି ହେବେ ମାଲାମାଲ୍‌, ଦୂର ହେବ ସବୁ ଚିନ୍ତା..

- Advertisement -

ତ୍ୱଚାର ସୌନ୍ଦର୍ଯ୍ୟ କିଛି ବର୍ଷ ପରେ କମ୍‌ ହୋଇଯିବ; ଜାଣନ୍ତୁ କାହିଁକି ଐଶ୍ୱର୍ଯ୍ୟାଙ୍କ ବିଷୟରେ ଏମିତି କହିଲେ ଅମିତାଭ..

ସାବଧାନ୍‌ ; ହ୍ୱାଟ୍ସଆପ୍‌ରେ ଏହି ଭୁଲ୍‌ କଲେ ଯିବେ ଜେଲ୍‌!

ଦେଖନ୍ତୁ ଭିଡିଓ; ଷ୍ଟେଜ୍‌ ଉପରେ ବରଙ୍କୁ ଖାଲି ଚାପୁଡା, ଜାଣନ୍ତୁ କାରଣ..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories