www.samajalive.in
Sunday, December 14, 2025
26.1 C
Bhubaneswar

ଅପରାହ୍ନ ୪ଟା ମୁଖ୍ୟ ଖବର

ପ୍ରୟାଗରାଜ ମହାକୁମ୍ଭ ମେଳାରେ ଗୁରୁତର ଓ ହଜି ଯାଇଥିବା ଲୋକଙ୍କ ସୂଚନା ପାଇଁ ଜାରି ହେଲା ହେଲପଲାଇନ ନମ୍ବର.. ମେଳା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ହେଲପଲାଇନ ନମ୍ବର ୧୯୨୦ ଜାରି..

ଫେବୃଆରୀ ୧୫ ଯାଏଁ ବଢିଲା ରାସନ କାର୍ଡ ପାଇଁ ଇ-କେୱାଇସି ଅପଡେଟ୍‌ ଅବଧି.. ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୂଚନା.. ଏଥିସହ ଠିକା କର୍ମଚାରୀଙ୍କୁ ରାସନ କାର୍ଡ ଫେରାଇବାର ଆବଶ୍ୟକତା ନାହିଁ, ବଡ ଚାକିରି କରିନଥିବା ଲୋକେ ମଧ୍ୟ ରାସନ କାର୍ଡ ଫେରାଇବେ ନାହିଁ ବୋଲି କହିଲେ ଯୋଗାଣ ମନ୍ତ୍ରୀ..

- Advertisement -

ମହାକୁମ୍ଭକୁ ଓଡ଼ିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍‌ ବାତିଲ୍‌.. ଫେବୃଆରୀ ୪ ଯାଏଁ ସ୍ୱତନ୍ତ୍ର ବସ୍‌ ବାତିଲ୍‌.. ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଏସଆରଟିସି ପକ୍ଷରୁ ନିଆଯାଇଛି ନିଷ୍ପତ୍ତି..

ଫେବୃଆରୀ ୨ରେ ହିଁ ପାଳନ ହେବ ସରସ୍ୱତୀ ପୂଜା.. ଦ୍ୱନ୍ଦ୍ୱ ଦୂର କଲା ଶ୍ରୀମନ୍ଦିର ପ୍ରଶାସନ.. ବିଧି ଅନୁସାରେ ସେହି ଦିନ ଅନୁକୂଳ ହେବ ରଥ କାଠ..

ଭୁବନେଶ୍ଵରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ.. ୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାଗବତ.. ସଂଘର ସାଂଗଠନିକ କାର୍ଯ୍ୟର କରିବେ ସମୀକ୍ଷା..

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories