www.samajalive.in
Sunday, December 14, 2025
23.1 C
Bhubaneswar

ସୁନା-ରୂପା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ ! କମିଲା ଦାମ୍

ନୂଆଦିଲ୍ଲୀ : ସର୍ବୋଚ୍ଚ ଦାମରୁ ଖସିଲା ସୁନା ଦାମ୍ । ସୋମବାର ସୁନା ଦାମରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ସୁନା ଆଜି ୮୦୪୩୦ ଟଙ୍କା ପ୍ରତି ୧୦ ଗ୍ରାମରୁ ଶସ୍ତା ହୋଇ ୮୦୦୪୮ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଯାଇଛି । ସେହିଭଳି ରୂପା ଦାମ୍ ଆଜି ହ୍ରାସ ପାଇ ୮୯୮୫୬ ଟଙ୍କା ପ୍ରତି କିଲୋଗ୍ରାମରେ ପହଞ୍ଚିଯାଇଛି ।

ଯଦି ଆପଣ ଆଜି ସୁନା ବା ରୂପା କ୍ରୟ କରିବାକୁ ଯୋଜନା କରୁଛନ୍ତି ତେବେ ଏହା ଏକ ସୁବର୍ଣ୍ଣ ସୁଯୋଗ । ସାରା ଦେଶରେ ସୁନା-ରୂପା ଦାମ୍ ଖସିଛି । ୨୭ ଜାନୁୟାରୀରେ ୨୪ କ୍ୟାରେଟ୍ ସୁନା ଦାମ୍ ୮୦୦୪୮ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଯାଇଛି । ସେହିଭଳି ୨୨ କ୍ୟାରେଟ ସୁନା ଦାମ୍ ୭୩୩୨୪ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି । ୧୮ କ୍ୟାରେଟ୍ ବିଶିଷ୍ଟ ସୁନା ଦାମ୍ ୬୦୦୩୬ ଟଙ୍କା ପ୍ରତି ୧୦ ଗ୍ରାମ ରହିଛି ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories