www.samajalive.in
Monday, December 8, 2025
14.1 C
Bhubaneswar

ଡାକ୍ତରଖାନା ଉପରେ ଡ୍ରୋନ ଆକ୍ରମଣ, ୬୭ ମୃତ

ସମାଜ ଡିଜିଟାଲ ଡେସ୍କ: ସୁଦାନର ଏକ ଡାକ୍ତରଖାନାରେ ଡ୍ରୋନ ଆକ୍ରମଣ ଯୋଗୁ ୬୭ ଜଣଙ୍କ ମୃତ୍ୟୁ ଘଟିଛି। ସୁଦାନର ଡାରଫର ଅଞ୍ଚଳରେ ଥିବା ଡାକ୍ତରଖାନାରେ ଗତ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଆକ୍ରମଣ କରାଯାଇଥିଲା। ରବିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୬୭ରେ ପହଞ୍ଚିଛି। ୩୦ରୁ ଅଧିକ ଏଥିରେ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି।

ସୂଚନା ଅନୁସାରେ, ୨୦୨୩ ଏପ୍ରିଲରୁ ସୁଦାନ ସେନା ଏବଂ ଦେଶର ଅର୍ଦ୍ଧସାମରିକ ତ୍ଵରିତ ସହାୟକ ବଳ(ଆରଏସଏଫ) ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆରଏସଏଫ ଦ୍ବାରା ପଶ୍ଚିମ ଡାରଫରର ବିଶାଳ ଅଞ୍ଚଳ ଅକ୍ତିଆର କରାଯାଇସାରିଛି। ଆରଏସଏଫ ପକ୍ଷରୁ ଡାକ୍ତରଖାନା ଉପରେ ଡ୍ରୋନ ଦ୍ବାରା ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ ତାହା ସ୍ପଷ୍ଟ ହୋଇନାହିଁ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories