ବଲାଙ୍ଗୀର : ଗୁରୁବାର ୬ଷ୍ଠ କଣ୍ଟାବାଞ୍ଜି ମହୋତ୍ସବ ଉଦଘାଟିତ ହୋଇଯାଇଛି। ମୂଖ୍ୟ ଅତିଥି ଭାବେ ବିଧାୟକ ଅୟୁବ ଖାନ ଯୋଗଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଓଏଏସ୍ ଦିବୟାଂଗ ଲେଖାରାମ ଭୋଇ ଯୋଗ ଦେଇଥିଲେ। ସେହିପରି କାର୍ଯ୍ୟକ୍ରମରେ ଲଛମନଦାସ ଠାକୁର ସଭାପତି କାନ ନକିଶୋର ପଣ୍ଡା, କିଶାେର ମଜଖଂଡ ସଂପାଦକ ବିରଞ୍ଚି ନାରାୟଣ ଦାସ, ସଂଜୟ ନାଥ, ଅରୁଣ ବାଗ, ବିଜୟ ଘୁମୁରିଆ, ଦେବରାଜ ୟାଦବ ଉପସ୍ଥିତ ଥିଲେ।
Popular Categories



