www.samajalive.in
Sunday, December 14, 2025
16.1 C
Bhubaneswar

‘ମହାବତାର ନରସିହ୍ମା’: ଆସିଲା ଟିଜର, ବଢିଲା ଉତ୍ସାହ

ସମାଜ ଡିଜିଟାଲ ଡେସ୍କ: ‘ମହାବତାର ନରସିହ୍ମା’ର ବହୁପ୍ରତୀକ୍ଷିତ ଟିଜର ମକର ସଂକ୍ରାନ୍ତି ଅବସରରେ ମଙ୍ଗଳବାର ରିଲିଜ୍‌ ହୋଇଛି। ଏହାର ଝଲକ୍‌ ଦେଖିବାପରେ ସାମାଜିକ ଗଣମାଧ୍ୟମରେ ଲଗାତର ଫିଲ୍ମକୁ ନେଇ ଚର୍ଚ୍ଚା ଜାରି ରହିଛି। ‘କେଜିଏଫ’, ‘କାନ୍ତାରା’ ଓ ‘ସାଲାର’ ଭଳି ହିଟ୍‌ ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରଡକ୍ସନ ହାଉସ ଏହି ଫିଲ୍ମ ନିର୍ମାଣ କରିଛି। ଅଶ୍ଵିନ କୁମାର ନିର୍ଦେଶିତ ଏହି ୩-ଡି ଆନିମେସନ୍‌ ଫିଲ୍ମ ଚଳିତ ବର୍ଷ ଏପ୍ରିଲ ୩ରେ ମୁକ୍ତିଲାଭ କରିବ।

‘ମହାବତାର ନରସିହ୍ମା’ ଏକ ଐତିହାସିକ ତଥା ପୌରାଣିକ କାହାଣୀ, ଯାହା ପ୍ରଭୁ ବିଷ୍ଣୁଙ୍କ ନରସିଂହ ଅବତାର ଓ ଭକ୍ତ ପ୍ରହ୍ଲାଦ ଉପରେ ଆଧାରିତ ଏକ ଚଳଚ୍ଚିତ୍ର। ହିନ୍ଦୀ, କନ୍ନଡ଼, ତାମିଲ, ତେଲୁଗୁ ଓ ମାଲାୟାଲମ ସହିତ ଅନେକ ଭାରତୀୟ ଭାଷାରେ ଥ୍ରୀଡିରେ ମୁକ୍ତିଲାଭ କରିବ ‘ମହାବତାର ନରସିହ୍ମା’।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories