www.samajalive.in
Friday, December 12, 2025
23.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଆଜି ପୌଷ ପୂର୍ଣ୍ଣିମା: ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ, ଅନୁଷ୍ଠିତ ହେବ ଦେବାଭିଷେକ ନୀତି..

ପ୍ରୟାଗରାଜରେ ଆସ୍ଥାର ମହାକୁମ୍ଭ ମେଳାର ମହାରମ୍ଭ : ଆଜିଠୁ ୪୫ ଦିନ ଧରି ଚାଲିବ ମେଳା , ଶ୍ରଦ୍ଧାଳୁଙ୍କ ସହ ଲକ୍ଷାଧିକ ସାଧୁସନ୍ଥଙ୍କ ସମାଗମ..

- Advertisement -

ପ୍ରୟାଗରାଜରେ ଅନୁଷ୍ଠିତ ମହାକୁମ୍ଭର ପ୍ରଥମ ଦିନରେ ବୁଡ଼ ପକାଇଲେ ୬୦ ଲକ୍ଷ ଶ୍ରଦ୍ଧାଳୁ..

-ମହାକୁମ୍ଭ ପାଇଁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ-ପବିତ୍ର ଦିବସରେ ଭାରତୀୟ ମୂଲ୍ୟବୋଧ ଓ ସଂସ୍କୃତିକୁ ଭଲ ପାଉଥିବା କୋଟି କୋଟି ଭାରତୀୟଙ୍କୁ ଶୁଭେଚ୍ଛା ବୋଲି କହିଲେ ପ୍ରଧାନମନ୍ତ୍ରୀ..

ଆଜି ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନାର ବୁଝାମଣାପତ୍ର ସ୍ଵାକ୍ଷର ହେବ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ଦିଲ୍ଲୀରେ ହେବ ଏମଓୟୁ ସ୍ଵାକ୍ଷର..

ମହାରାଷ୍ଟ୍ର ନାସିକରେ ଅଟୋକୁ ଧକ୍କା ଦେଲା ଟ୍ରକ୍, ୬ ମୃତ..

ଆଜିଠୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ, ୨୨ ପର୍ଯ୍ୟନ୍ତ ଖୋଲାରହିବ..

୧୪୪ ବର୍ଷ ପରେ ୧୩ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଆଜି ଠାରୁ ଏହି ରାଶି ହେବେ ମାଲାମାଲ୍‌,ମା’ଲକ୍ଷ୍ମୀ କରିବେ ଧନବର୍ଷା, ବଦଳିଯିବ ଭାଗ୍ୟ..

 

ଆଜିଠାରୁ ଖୋଖୋ ବିଶ୍ବକପ୍‌ : ଭାରତୀୟ ଦଳରେ ୩ ଓଡ଼ିଆ..

ବନ୍ଦ ରହିବ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ, ସୂଚନା ଦେଲେ ରାଜନଗର ବନବିଭାଗ..

୧୪୪ ବର୍ଷ ପରେ ୧୩ ଜାନୁଆରୀ ପୌଷ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ: ଆଜି ଠାରୁ ଏହି ରାଶି ହେବେ ମାଲାମାଲ୍‌,ମା’ଲକ୍ଷ୍ମୀ କରିବେ ଧନବର୍ଷା, ବଦଳିଯିବ ଭାଗ୍ୟ..

 

ଭୁବନେଶ୍ୱରରେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର..

ଶିମିଳିପାଳରେ ପୋଷା ହାତୀ ‘ମହେନ୍ଦ୍ର’ର ମୃତ୍ୟୁ, ୬୬ ବର୍ଷ ବୟସରେ ଆଖି ବୁଜିଲା ମହେନ୍ଦ୍ର..

ଭୟଙ୍କର ହେଉଛି କାର୍ଲିଫର୍ଣ୍ଣିଆ ନିଆଁ, ଗଲାଣି ୨୪ ଜୀବନ, ଆହୁରି ବଢିପାରେ ମୃତକଙ୍କ ସଂଖ୍ୟା..

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories