www.samajalive.in
Wednesday, December 10, 2025
26.1 C
Bhubaneswar

ଅପହରଣ ପରେ ମାଡ୍‌ପିଟ୍, ଟଙ୍କା ଦାବି ଘଟଣାରେ ୪ ଗିରଫ

କଟକ : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ଚାଳକଙ୍କୁ ଅପହରଣ ପରେ ମାର୍‌ପିଟ୍ କରିବା ଓ ୧ ଲକ୍ଷ ଟଙ୍କା ଦାବି କରିବା ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି। କଟକ ସଦର ଥାନା ପୁଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଗଙ୍ଗେଶ୍ବର ଗ୍ରାମର ସଂଗ୍ରାମ ପାତ୍ର ଓରଫ ରିକି, ରମାକାନ୍ତ ପାତ୍ର ଓରଫ ରାଜା, ମଳୟ ପାତ୍ର ଓ ପ୍ରଂଜିତ ସାମନ୍ତରାୟା ଅଭିଯୁକ୍ତଙ୍କ ନାଁରେ ପୂର୍ଵରୁ ବହୁ ଅପରାଧୀକ ମାମଲା ରହିଛିା

ଅପରାଧୀମାନେ ବ୍ରାହ୍ମଣଝରିଲୋ ଗ୍ରାମର ପ୍ରତାପ ନାୟକ ଓରଫ ଯୋଗୀଙ୍କୁ ଗତ ୬ ତାରିଖ ରାତିରେ ଏକ କାର ଯୋଗେ ଅପହରଣ କରି ନେଉ ଥିବା ଖବର ପାଇ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଂଚି ଅପରାଧୀମାନଙ୍କୁ କାବୁ କରିବା ସହ ଅପହରଣର ଶିକାର ହୋଇଥିବା ଯୁବକଙ୍କୁ ଉଦ୍ଧାର କରିଥିଲୋ କିଛି ଦିନ ପୂର୍ବେ ମୁଖ୍ୟ ଅଭିଯୁକ୍ତ ତଥା କୁଖାତ ଅପରାଧୀ ସଂଗ୍ରାମଙ୍କ ସହ ତାଙ୍କ ବଚସା ହୋଇଥିଲା ଏବଂ ଏହାର ପ୍ରତିଶୋଧ ନେବା ପାଇଁ ଅପରାଧୀମାନେ ତାଙ୍କୁ ଅପହରଣ କରିଥିବା ପୁଲିସ ପକ୍ଷରୁ କୁହାଯାଇଛିା

ଦେଖନ୍ତୁ ଭିଡିଓ ; ଦୌଡି ପଳାଉଥିଲା ଚିତାବାଘ, ଲାଞ୍ଜ ଧରି ପକାଇଲେ ଯୁବକ, ଆଉ ତା’ପରେ..

- Advertisement -

୧୦୦ ବର୍ଷ ପରେ ରାହୁ-ମଙ୍ଗଳଙ୍କ ଚଳନ ; ଏହି ରାଶି ହେବେ ମାଲାମାଲ୍‌, ଭାଗ୍ୟଶାଳୀ, ହେବ ଧନବର୍ଷା, ସୁଖମୟ ବୈବାହିକ ଜୀବନ..

 

ରସୁଲଗଡ ହତ୍ୟାକାଣ୍ଡ ଘଟଣା; ୩ ଅଟକ

 

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories