www.samajalive.in
Friday, December 12, 2025
27.1 C
Bhubaneswar

ରାଜଧାନୀ ‘ସମାଜ’ ଗ୍ରାହକଙ୍କ ଅବଗତି ନିମନ୍ତେ

ଭୁବନେଶ୍ୱର: କେତେକ ବିକ୍ରେତାଙ୍କ ଅସହଯୋଗ କାରଣରୁ ଶୁକ୍ରବାର ଦୈନିକ ‘ସମାଜ’ ଭୁବନେଶ୍ୱରର ଖଣ୍ଡଗିରି, ପୁରୁଣା ଭୁବନେଶ୍ୱର ଓ ସିଆରପି ଅଞ୍ଚଳରେ ବିତରଣ କରାଯାଇପାରି ନାହିଁ।

ଏହି ଅଞ୍ଚଳକୁ ଛାଡ଼ି ରାଜଧାନୀର ଅନ୍ୟତ୍ର ‘ସମାଜ’ ଯୋଗାଣ ସ୍ବାଭାବିକ ରହିଛି। ଧର୍ମଘଟ ଯୋଗୁଁଁ ‘ସମାଜ’ ପ୍ରକାଶନ ଓ ପ୍ରସାରଣ ବନ୍ଦ ରହିଛି ବୋଲି କିଛି ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଗୁଜବ ପ୍ରଚାର କରୁଛନ୍ତି। ଏଥିରେ ବିଶ୍ୱାସ କରନ୍ତୁ ନାହିଁ।

- Advertisement -

‘ସମାଜ’ର ପ୍ରିୟ ପାଠକ ପାଠିକା ଯେଉଁମାନେ ସେମାନଙ୍କ କପି ପାଇପାରୁନାହାନ୍ତି ସେମାନେ ୯୪୩୮୦୬୬୭୩୭ ଓ ୬୩୭୦୩୨୨୪୧୧ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ସେମାନଙ୍କୁ ‘ସମାଜ’ ଯୋଗାଇବାକୁ ବିକଳ୍ପ ବ୍ୟବସ୍ଥା କରାଯାଉଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories